ପଞ୍ଚାୟତ ଉପନିର୍ବାଚନ: ୧୧ରେ ଗଣତି
ଶାନ୍ତିଶୃଙ୍ଖଳାର ସହ ଓଡ଼ିଶାର ଶେଷହୋଇଛି ପଞ୍ଚାୟତ ଉପନିର୍ବାଚନ । ଏକସଙ୍ଗେ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୬୪ ୱାର୍ଡମେମ୍ବର, ୯ ପଞ୍ଚାୟତ ସମିତି ସଦସ୍ୟ ପାଇଁ ମତଦାନ ହୋଇଛି । ଏହି ସବୁ ଆସନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ, ଇସ୍ତଫା, ଅଯୋଗ୍ୟତା କାରଣରୁ ଖାଲିପଡ଼ିଥିଲା ।!-->…
