ଆଜି ବନକଲାଗି, ୫ଘଣ୍ଟା ବନ୍ଦରହିବ ଜଗାଦର୍ଶନ
ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର ନୀତି । ମହାପ୍ରଭୁଙ୍କର ବନକଲାଗି ପାଇଁ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦର ଅନ୍ତ ହୋଇଥିବାବେଳେ ଆସନ୍ତାକାଲି ଅର୍ଥାତ୍ ବୁଧବାର ଏହି ନୀତିକାନ୍ତି ସମ୍ପନ୍ନ ହେବ । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ!-->…
