ହାଇକୋର୍ଟରେ ଅଙ୍ଗନବାଡି ମାମଲା
ଅଙ୍ଗନବାଡି କର୍ମୀଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ନେଇ ମାମଲା । ହାଇକୋର୍ଟରେ ମାମଲା କଲେ ନୟାଗଡର ଜଣେ ଅଙ୍ଗନବାଡି କର୍ମୀ । କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି କରାଯାଉଛି । ମାମଲାରେ ମୁଖ୍ୟ ଶାସନ ସଚିବ, ମିଶନ ଶକ୍ତି ସଚିବଙ୍କୁ ପକ୍ଷଭୁକ୍ତ ।!-->…
