Odia News Portal

ବାଣ ଗୋଦାମ ଉପରେ ଚଢ଼ଉ

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ ଏକ ବାଣ ଗୋଦାମ ଉପରେ ପୁଲିସ ଆଜି ପୂର୍ବାହ୍ନ ସାଢେ ଦଶଟା ସମୟରେ ଚଢଉ କରି ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ବାଲେଶ୍ଵର ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ସହ ୨୫

ଭାଇ-ଭଉଣୀଙ୍କୁ ମାଡ଼ ଘଟଣାରେ ବନ୍ଧା ହେଲେ ବାପା ଓ ସାବତ ମା’

ନାବାଳିକା ପୁଅ-ଝିଅଙ୍କୁ ମାଡ଼ ମାରିବା ଘଟଣାରେ ବାପା ଓ ସାବତ ମା’ଙ୍କୁ ଆଠଗଡ଼ ପୁଲିସ ଗିରଫ କରିଛି। ଅନ୍ୟପଟରେ ଏବେବି ୨ଶିଶୁଙ୍କର ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି। ସୂଚନାଯୋଗ୍ୟ ଗତ ସୋମବାର ଦିନ ଆଠଗଡ଼ ଥାନା ଅନ୍ତର୍ଗତ ଷୋଳଘରିଆ ଗ୍ରାମରେ ଭଡ଼ା ରହୁଥିବା ସୁନୀଲ

୨ କୋଟିର ବ୍ରାଉନ ସୁଗାର ଜବତ

୧ କେଜି ୨ ଗ୍ରାମ ବ୍ରାଉନ ସୁଗାର ଜବତ | କଟକ ତିଗିରିଆ ଅଞ୍ଚଳରୁ ଜଣଙ୍କୁ ଧରିଲା କ୍ରାଇମ ବ୍ରାଞ୍ଚ ଏସଟିଏଫ୍ | ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା |

ଦାୟିତ୍ୱ ଗ୍ରହଣ ପରେ ପୁଣି ଜଗାଦର୍ଶନ ପାଇଁ ପୁରୀରେ ରାଜ୍ୟପାଳ ରଘୁବର ଦାସ

ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଜଗାଦର୍ଶନ ପାଇଁ ପୁରୀ ପହଞ୍ଚିଲେ ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାର ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଓଡ଼ିଶାର ଗରିବଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ ଶପଥ ଗ୍ରହଣ ପରେ ଆସି ପୁଣିଥରେ

୨ ହଜାର ଟଙ୍କା ନୋଟ ବଦଳାଇବାକୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସାମ୍ନାରେ ଭିଡ଼

୨ ହଜାର ଟଙ୍କା ନୋଟ ବଦଳାଇବାକୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲାଗିବା ପରେ ଏବେ ଏହାକୁ ନେଇ ତନାଘନା ଆରମ୍ଭ କରିଛି ଇଓଡବ୍ଲୁ ଓ ଇଡି। ଟଙ୍କା ବଦଳାଇବାକୁ କିଛି ଦଲାଲ ଦିନ ମଜୁରିଆଙ୍କୁ ଛିଡ଼ା କରାଉଥିବାର ଖବର ସାମ୍ନାକୁ ଆସିବା ପରେ ଇଓଡବ୍ଲୁ ଟଙ୍କା ବଦଳାଇବାକୁ

ଲଗାତର ବଢିଚାଲିଛି ପିଆଜ ଦର

କନ୍ଦାଉଛି ପିଆଜ । ଲଗାତର ବଢିଚାଲିଛି ପିଆଜ ଦର। ଦୁର୍ଗାପୂଜା ସରିଥିବାବେଳେ ଆଗକୁ ଦୀପାବଳି । ଉତ୍ସବର ମାହୋଲ ଚାଲିଥିବାବେଳେ ପିଆଜ ଦରରେ ଲାଗୁନି ବ୍ରେକ୍ । ଗତ କିଛି ଦିନ ହେବ ରାଜ୍ୟରେ ଉପର ମୁହାଁ ପିଆଜ ଦର। କେଜି ୨୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୮୦ ଟଙ୍କାରେ ପହଁଚିଗଲାଣି। ନାସିକରେ

ଆଜି କଳାହାଣ୍ଡି ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ; ଲକ୍ଷ୍ମୀ ବସ୍‌ର କରିବେ ଶୁଭାରମ୍ଭ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରୁଛନ୍ତି, ଯାହାକୁ ନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡି । ବୁଧବାର କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଜିଲ୍ଲାବାସୀଙ୍କୁ ପ୍ରାୟ ୧୨୦୦କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ

ପୁଣି ୫ଟି ଟ୍ରେନ୍‌‌ ବାତିଲ୍‌‌

ଟ୍ରେନ୍‌‌ ଦୁର୍ଘଟଣା ପରେ ସ୍ଥିତି ସ୍ୱାଭାବିକ ପାଇଁ ପୁଣି ୫ଟି ଟ୍ରେନ୍‌‌ ବାତିଲ୍‌‌ କରାଯାଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ଲିଙ୍କ୍‌‌ ରେକ୍‌‌ ଓ ଟାଇମ୍‌‌ ଆଡଜଷ୍ଟ ପାଇଁ ୫ଟି ଟ୍ରେନ୍‌‌ ବାତିଲ୍‌‌ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁମ୍ବଇରୁ ଆଜି ଛାଡିବାକୁ ଥିବା କୋଣାର୍କ

ସପ୍ତମ ଦିନରେ ଆମ ଓଡିଶା ନବୀନ ଓଡିଶା, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ

IPS ସ୍ତରରେ ଅଦଳ ବଦଳ, ବ୍ରିଜେଶ ରାୟ ହେଲେ ଅତିରିକ୍ତ ପୁଲିସ୍ କମିଶନର

IPS ସ୍ତରରେ ଆଜି ଏକ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗରେ ଓଏସ୍‌ଡ ଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅରୁଣ ରାୟଙ୍କୁ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସ୍ୱତନ୍ତ୍ର ଡିଜିପି, ଏଚ୍‌ଆର୍‌ପିସି ଭାବେ କାର୍ଯ୍ୟ