Odia News Portal

ଓଡ଼ିଶାର ୨୬ତମ ରାଜ୍ୟପାଳ ହେବେ ରଘୁବର ଦାସ, ଆଜି କରିବେ ଶପଥଗ୍ରହଣ

ଆଜି ନୂଆ ରାଜ୍ୟପାଳଙ୍କ ଶପଥଗ୍ରହଣ । ଓଡ଼ିଶାର୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ରାଜଭବନ ଅଭିଷେକ ହଲରେ ସକାଳ ୧୧ଟା ୪୫ମିନିଟରେ ହେବ ଶପଥ ଗ୍ରହଣ ଉତ୍ସବ । ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହା ପୂର୍ବରୁ ଆଜି ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ

ମରାଠା ଆନ୍ଦୋଳନ: ଏନସିପି ବିଧାୟକଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ମରାଠା ବିକ୍ଷୋଭକାରୀମାନେ ମହାରାଷ୍ଟ୍ର ବିଡ୍ ସ୍ଥିତ ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ଘର ଜାଳି ଦେଇଛନ୍ତି । ଆକ୍ରମଣ ବେଳେ ବିଧାୟକ ଘରେ ଥିଲେ। ତେବେ ସୌଭାଗ୍ୟ ବଶତଃ ସେ ଓ ତାଙ୍କ ପରିବାର ସଦସ୍ୟ ବର୍ତ୍ତି ଯାଇଛନ୍ତି । ହେଲେ ଏହି ଆକ୍ରମଣରେ

ଟ୍ରାକ୍ ମରାମତି ଚାଲିଲା ଟ୍ରେନ୍‌

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ସରିବା ପରେ ଗଡିଲା ଟ୍ରେନ୍ । ଅଫ୍ ଲାଇନ୍‌ରେ ଟ୍ରାଏଲ୍ ରନ୍ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍ । ମରାମତି ଉପରେ ୨ଟା୩୬ରେ ଚାଲିଲା ପ୍ରଶାନ୍ତି ଏକ୍ସପ୍ରେସ୍ । ଏକ୍ସପ୍ରେସ ଟ୍ରେନ୍ ଚାଲିବା ନେଇ ରେଲେଓ ପକ୍ଷରୁ ସୂଚନା ।

ଟ୍ରେନ୍ ଦୁର୍ଘଟଣାକୁ ନେଇଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଟ୍ରେନ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ନବୀନ । ଏହାସହ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତୁରନ୍ତ ସହାୟତା ପାଇଁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡ଼ା, କୋରାପୁଟ ଜିଲ୍ଲା

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ବସ୍‌; ୧୪ ଆହତ

ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସରକାରୀ ବସ୍। ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କୁଶାମାଲ ଗାଁ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ

ପୁରୀରେ ପହଞ୍ଚିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

ପୁରୀରେ ପହଞ୍ଚିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୋରରେ ପୁରୀରେ ପହଞ୍ଚିଛନ୍ତି। ମଙ୍ଗଳବାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ଏଥିପାଇଁ ଓଡ଼ିଶା ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରଘୁବର ଦାସ ପୁରୀ ରାଜଭବନକୁ

ଟ୍ରେନ୍ ଦୁର୍ଘଟଣା : ତୁରନ୍ତ ସହାୟତା ପାଇଁ ଏସଆରସି ଓ ୨ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆନ୍ଧ୍ର ପ୍ରଦେଶର କଣ୍ଟାକାପାଲି ଏବଂ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣାରେ କିଛି ଯାତ୍ରୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ପ୍ରତି ମଧ୍ୟ ତାଙ୍କର ସମବେଦନା ଜଣାଇବା ସହ ଶ୍ରୀ ପଟ୍ଟନାୟକ ଆହତ

ଟ୍ରେନ୍ ଦୁର୍ଘଟଣା : ମିଳିଲା ୧୧ ମୃତକଙ୍କ ପରିଚୟ

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ହୋଇଥିବା ରେଳ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ୩ ମୃତକଙ୍କ ପରିଚୟ ମିଳିପାରିନି । ମୃତକଙ୍କ

ଓଡ଼ିଶାକୁ ବିଭାଜନ କରନ୍ତୁନି- ଜିତୁ ମଙ୍ଗରାଜ

ଓଲିଉଡ୍ କଳିକୁ ନେଇ ଅଭିନେତା ଜିତୁ ମଙ୍ଗରାଜଙ୍କ ପ୍ରତିକ୍ରିୟା । ବିବାଦର ମଂଜି ବୁଣଛନ୍ତି ମନୋଜ । ତାଙ୍କ କଥା ବ୍ୟଥିତ କରିଛି ବୋଲି କହିଛନ୍ତି ଜିତୁ ମଙ୍ଗରାଜ । ମୁଁ କୌଣସି ଅସମ୍ମାନ କରିନି, ପଶ୍ଚିମ ଓଡ଼ିଶା ବାବଦରେ କିଛି କହିନି । ଆପଣ ପଶ୍ଚିମ ଓଡ଼ିଶା ବ୍ରାଣ୍ଡ ଆମ୍ବାସାଡର ନୁହଁନ୍ତି,

ବିପର୍ଯ୍ୟୟ ମୁକାବିଲା ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିପର୍ଯ୍ୟୟ ମୁକାବିଲା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟ