ପାଣିରେ ବୁଡି ଯାଇ ୪ ମୃତ
ଅଷ୍ଟ୍ରେଲିଆରୁ ଏକ ଦୁଃଖଦ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ପାଣିରେ ବୁଡି ଯାଇ ଅଷ୍ଟ୍ରେଲିଆରେ ୪ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସହ ଏମାନେ ଛୁଟି କଟାଇବାକୁ ଫିଲିପ ଆଇଲ୍ୟାଣ୍ଡ ଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଷ୍ଟ୍ରେଲିଆରେ ସ୍ଥିତ!-->…
