Odia News Portal

ଆସନ୍ତା ୨୦ରୁ ଗହିରମଥାରେ ଆରମ୍ଭ ହେବ ଡଲଫିନ୍ ଗଣନା

ବିଭିନ୍ନ ଜାଗାରେ ପକ୍ଷୀ ବା ବାଘ ଗଣନା ଚାଲିଥିବା ବେଳେ ଆସନ୍ତା ୨୦ରୁ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆରମ୍ଭ ହେବ ଡଲଫିନ୍ ଗଣନା । ଏଥିପାଇଁ ନିର୍ଦ୍ଧିଷ୍ଟ ଜାଗାର ବିବେଚନା କରାଯାଇଛି । ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଥିବା ନଦୀ, ନାଳ ମାନଙ୍କରେ ଡଲଫିନ ଗଣନା

ଏପ୍ରିଲ ୩୦ ସୁଦ୍ଧା ସରିବ ନାଟମଣ୍ଡପ ଓ ଜଗମୋହନ ମରାମତି

ଏପ୍ରିଲ ୩୦ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ସରିବ। ହାଇକୋର୍ଟଙ୍କୁ ଏହା ଜଣାଇଛନ୍ତି ଆମିକସ୍ କ୍ୟୁରି ଏନ୍. କେ. ମହାନ୍ତି। ମୌଖିକ ଭାବେ ସେ ଏହି କଥା ଜଣାଇଥିବା କହିଛନ୍ତି। ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା କହିଛନ୍ତି ଆମିକସ୍ କ୍ୟୁରି

‘ଜାନୁଆରୀ ୨୨’ ହାଫ୍‌ ଡେ ଛୁଟି ଘୋଷଣ କଲେ କେନ୍ଦ୍ର ସରକାର

‘ଜାନୁଆରୀ ୨୨’ ହାଫ୍‌ ଡେ ଛୁଟି ଘୋଷଣ କଲେ କେନ୍ଦ୍ର ସରକାର । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ୨୨ ଜାନୁଆରୀ ଅପରାହ୍ନ ୨ଟା ଯାଏଁ ଛୁଟି । ସାରା ଦେଶରେ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର ।

ସରକାରୀ ବଙ୍ଗଳା ଖାଲି ପାଇଁ ନୋଟିସ୍ ବିରୋଧରେ ହାଇକୋର୍ଟ ଗଲେ ମହୁଆ

ସରକାରୀ ବଙ୍ଗଳା ଖାଲି କରିବାକୁ ଇଷ୍ଟେଟ୍ ନିର୍ଦ୍ଦେଶାଳୟର ନୋଟିସ୍ ବିରୋଧରେ ବହିଷ୍କୃତ ଲୋକସଭା ସାଂସଦ ମହୁଆ ମୈତ୍ର ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ମହୁଆଙ୍କ ଆବେଦନ ଜଷ୍ଟିସ ଗିରିଶ କଠପାଲିଆଙ୍କ ଖଣ୍ଡପୀଠ ଦ୍ବାରା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି । ତୃଣମୂଳ

ଆପାର୍ଟମେଣ୍ଟ୍ ଲୁଟେରା ଗ୍ୟାଙ୍ଗର ୨ ଜଣଙ୍କୁ ଧରିଲା କମିଶନରେଟ ପୋଲିସ

ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି କରୁଥିବା ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଦୁଇ ଆପାର୍ଟମେଣ୍ଟ୍ ଲୁଟେରାଙ୍କୁ ଗିରଫ କରିଛି । ଗତ କିଛି ମାସରେ ରାଜଧାନୀର ୫ ଆପାର୍ଟମେଣ୍ଟର ୧୨ ଫ୍ଲାଟ୍ ରୁ ଲୁଟ୍ କରିଛନ୍ତି ଏହି

ଅଗ୍ନିକାଣ୍ଡରେ ଜଳିଗଲା ବିଲ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅଧିନ ପଞୁଟିକ୍ରୀ ପଞ୍ଚାୟତ ବାଲିଘାଇ ଗ୍ରାମରେ ବିଳମ୍ବିତ ରାତିରେ ଭିମସେନ ସାହୁ ଘରେ ଶୋଇଥିବା ସମୟରେ ବିଲରେ ଥିବା ୧୦ଏକର ଧାନ ବାଡିରେ ନିଆଁ ଲାଗିଯାଇଥିଲା l ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ନିଆ ଲିଭାଇବା ପାଇଁ ଚେଷ୍ଟା କରିବା

ବାରଣ୍ଡାକୁ ମଡିଗଲା କାର, ୨ ଗୁରୁତର

ଗୁଡିପଦାର ଘର ବାରଣ୍ଡାକୁ ମାଡିଗଲା କାର, ୨ ଗୁରୁତର । କାର ଚଢି ଯୁବାରୁ ବୃଦ୍ଧାଙ୍କ ସହ ଜଣେ ପଡୋଶୀ ଝିଅ ଗୁରୁତର । ବୃଦ୍ଧାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି, ଝିଅଟି ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ନିଶାସକ୍ତ ଡ୍ରାଇଭରକୁ ଅଟକ ରଖିଲା ସହଦେବଖୁଣ୍ଟା ଥାନା ପୋଲିସ ।

ପୁରୀ ସିଂହଦ୍ୱାର ନିକଟରେ ଜଣେ ମହିଳା ଶ୍ରଦ୍ଧାଳୁ ମୃତ

ପୁରୀ ସିଂହଦ୍ୱାର ନିକଟରେ ଜଣେ ମହିଳା ଶ୍ରଦ୍ଧାଳୁ ମୃତ। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁଯାୟୀ ,ଗତକାଲି ମହିଳା ଜଣଙ୍କ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିଲା ବେଳେ ସିଂହ ଦ୍ୱାର ନିକଟରେ ମହିଳା ଜଣଙ୍କ ଅସୁସ୍ଥ ଅନୁଭବ

୯୬୦ ଲିଟର ଦେଶୀ ମଦ ଜବତ : ଦୁଇ ଗିରଫ

କଟକରୁ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଟିମ୍ ଆଜି ସକାଳୁ ପାଟ୍ରୋଲିଂ କରିବା ସମୟରେ ଆଠଗଡ ପଟୁ ଆସୁଥିବା ଏକ ବୋଲେରୋ ଗାଡିକୁ ଅଟକାଇଥିଲା । ସେହି ଗାଡିରୁ ୯୬୦ ଲିଟର ଦେଶୀ ମଦ ବୋଲେରୋ ଗାଡି ସହ ଏହି କାରବାରରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା । ଗିରଫ ଦୁଇ

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହୋଇଛି ନୂଆ ଫର୍ଦ୍ଦ । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଭଜନ