Odia News Portal

ପଖାଳ କେବଳ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ

ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ 'ପଖାଳ'ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ରାଜ୍ୟସ୍ତରୀୟ 'ପଖାଳ ପରବ' କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପଖାଳକୁ କେବଳ…

ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, ଆଧ୍ୟାତ୍ମକ ଆଲୋଚନା ସହ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ମଥୁରା ଗସ୍ତରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ରହିବା ସମୟରେ ବୃନ୍ଦାବନ ସ୍ଥିତ ଶ୍ରୀହିତ ରାଧା କେଳି କୁଞ୍ଜ ଆଶ୍ରମରେ ପହଞ୍ଚିଛନ୍ତି । ସେ ସେଠାରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ଆଶ୍ରମରେ ରାଷ୍ଟ୍ରପତି ପହଞ୍ଚିବା ପରେ…

ପୋଷ୍ଟ ଅଫିସରେ ଲୁଟ୍, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ

ପୋଷ୍ଟ ଅଫିସରୁ ଲୁଟିଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ତାଲା ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବରୁଣଗଡିଆ ଡାକଘର ତାଲା ଭାଙ୍ଗି ଲୁଟ୍ ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନରେ ପୋଷ୍ଟ ମାଷ୍ଟର ଦେବାଶିଷ ଦତ୍ତ ତାଲା ମାରି ଘରକୁ…

ଟମାଟୋର କିଲୋ ପିଛା ଚାରି ଟଙ୍କା

ଅଲୋଡ଼ା ଟମାଟୋ। ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଟମାଟୋର ଅଭାବୀ ବିକ୍ରି । କ୍ଷତିଗ୍ରସ୍ତ ହେଲେ ଶତାଧିକ ଚାଷୀ । ଟମାଟୋର କିଲୋ ପିଛା ଚାରି ଟଙ୍କା । କେହି ଟମାଟୋ କିଣୁନଥିବାରୁ ଚାଷୀ ଜମିରେ ସଢ଼ିଲା କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ । ପ୍ରଥମେ କାଳବୈଶାଖୀ ବର୍ଷା ଓ ପବନ। ପରେ ପରେ ଅସହ୍ୟ ଗରମ…

ପ୍ରିୟଦର୍ଶିନୀ ମାର୍କେଟରେ ନିଆଁ, ଟେଡି ଓ ଖେଳନା ଯୋଗୁ ନିଆ ମାତ୍ରାଧିକ ଭାବେ ବ୍ୟାପିଛି  

ଭୁବନେଶ୍ବରରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରିୟଦର୍ଶିନୀ ମାର୍କେଟରେ ନିଆଁ । ଟେଡି ଦୋକାନରେ ଲାଗିଲା ନିଆଁ। ନୁଆ କରି ଦୋକାନ ଖୋଲିଥିବା ଦୋକାନରେ ଅଗ୍ନିକାଣ୍ଡ । ଟେଡି ଓ ଖେଳନା ଯୋଗୁ ନିଆ ମାତ୍ରାଧିକ ଭାବେ ବ୍ୟାପିଛି। ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ।

ଆଜିଠାରୁ ୪୮ ଘଣ୍ଟା ବାମନଘାଟୀ ବନ୍ଦ କଲା ଆଦିବାସୀ ଏକତା ମଞ୍ଚ: ୩୪ ଜଣ ଆଦିବାସୀଙ୍କୁ ଖଲାସ ଦାବିରେ ସମ୍ପୂର୍ଣ୍ଣ ବନ୍ଦ

ଗ୍ରାମବାସୀଙ୍କୁ ଖଲାସ କରିବାକୁ ୪୮ ଘଣ୍ଟା ବାମନଘାଟୀ ବନ୍ଦ କରିଛି ଆଦିବାସୀ ଏକତା ମଞ୍ଚ | ମିଳିଥିବା ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅଞ୍ଚଳରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ…

ସୁବାସିନୀଙ୍କୁ ଟାର୍ଗେଟ୍ କଲା ବିଜେଡି: ବାସଭବନ ସମ୍ମୁଖରେ ମହିଳା ଶାଖାର ଆନ୍ଦୋଳନ

କ୍ରସ୍‌ଭୋଟିଂ କରିଥିବା ବିଧାୟକମାନଙ୍କୁ ବିଜେଡି ଲଗାତାର ଭାବେ ଟାର୍ଗେଟ୍ କରିଚାଲିଛି। ଗତକାଲି ଦୁଇ ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳଙ୍କ ଘର ସାମନାରେ ଦଳର ଯୁବ ଓ ଛାତ୍ର ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ସୁବାସିନୀ ଜେନାଙ୍କ…

ବନ୍ଧାହେଲେ ସିଏଚ୍‌ସି ଆକାଉଣ୍ଟ ମ୍ୟାନେଜର

ଚାକିରି ଚୁକ୍ତିଭିତ୍ତିକ, କିନ୍ତୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଭଳି ମଉଜ ମଜଲିସ୍‌ କରୁଥିଲେ। ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ବ୍ଲକ୍‌ ଆକାଉଣ୍ଟ ମ୍ୟାନେଜର ଶିବପ୍ରସାଦ ମଲ୍ଲିକଙ୍କୁ ସରକାରୀ ଅର୍ଥ ତୋଷରପାତ ମାମଲାରେ ପୁଲିସ ଗିରଫ କରିଛି। ଶିବପ୍ରସାଦ ସୁନ୍ଦରଗଡ଼…

ଜଙ୍ଗଲରେ କଲେଜ ଛାତ୍ରୀଙ୍କ ଶବ: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ନିକଟ ଜଙ୍ଗଲରୁ ଗୁରୁବାର ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଲୋକେ ସନ୍ଦେହ କରୁଛନ୍ତି। ସୂଚନା ଅନୁସାରେ, ଛାତ୍ରୀଙ୍କ ଅଜାଙ୍କ ଘର କାମାକ୍ଷାନଗର ଅଞ୍ଚଳରେ…

ବାଣିଜ୍ୟିକ ଜାହାଜ ପାଇଁ ନୌସେନାର ସ୍ୱତନ୍ତ୍ର ସୁରକ୍ଷା କବଚ

ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ପରିସ୍ଥିତି ଏବଂ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତରେ ସୃଷ୍ଟି ହୋଇଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଓମାନ ସାଗର ଏବଂ ଆରବ ସାଗରରେ ନିଜର ଶକ୍ତି ବୃଦ୍ଧି କରିଛି। ବିଶ୍ୱର ଏହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ…