Odia News Portal

ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି, ୧୨୩ ଛାତ୍ର ଅସୁସ୍ଥ

କର୍ଣ୍ଣାଟକର ରାୟଚୁର୍ ଜିଲ୍ଲା ଅପ୍ନାପାଡୋଡ୍ଡି ଗାଁରେ ଏକ ସରକାରୀ ସ୍କୁଲ୍‌ରେ ମଲା ଝିଟିପିଟି ପଡ଼ିଥିବା ମଧ୍ୟାହ୍ନ ଭୋଜନ ଖାଇ ୧୨୩ ଛାତ୍ର ଅସୁସ୍ଥ ହୋଇଛନ୍ତି । ଝାଡ଼ା-ବାନ୍ତି ଓ ମୁଣ୍ଡବିନ୍ଧା ଅଭିଯୋଗ ପରେ ଛାତ୍ରମାନଙ୍କୁ ରାୟଚୁରର ୟାପାଲଦିନ୍ନି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ

ଅଜିତ ପାୱାରଙ୍କ ବିଦ୍ରୋହ ପରେ ଶରଦ ପାୱାରଙ୍କ ବଡ ବୟାନ

ମହାରାଷ୍ଟ୍ର ରାଜନୀତିରେ ଗତ ୨୪ ଘଣ୍ଟାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୁତୁରା ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଚେକ୍ ଦେବା ପରେ ପୁଣି ଥରେ କମାଣ ସମ୍ଭାଳିଛନ୍ତି ଶରଦ । ସୋମବାର ସତାରାରେ ପ୍ରେସମିଟ କରି ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଶାସନ କ୍ଷମତାର

ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ଅଦାଲତ ଏହି

ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

ଜୁଲାଇରେ ଚନ୍ଦ୍ରାୟନ -୩ । ଜୁଲାଇ ୧୨ ରୁ ୧୯ ଭିତରେ ଲଞ୍ଚ ହେବ ଭାରତର ମୁନ ମିଶନ ଚନ୍ଦ୍ରାୟନ – ୩ । ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ନିର୍ଦ୍ଦିଷ୍ଟ ତାରିଖ କିଛି ଦିନ ପରେ ଘୋଷଣା ହେବ ବୋଲି ସେ କହିଛନ୍ତି । ତେବେ ଜୁଲାଇ ୧୩ ତାରିଖ ଦିନ ୨ଟା ୩୦ ସମୟରେ ଲଞ୍ଚ ହେବ ବୋଲି

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଆସନ୍ତା ୮ ତାରିଖ ଯାଏଁ ପରୀକ୍ଷା ଚାଲିବ । ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଆଜି ଆରମ୍ଭ ହୋଇଛି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ସାରା ରାଜ୍ୟରେ ୮୦ଟି କେନ୍ଦ୍ର କରାଯାଇଛି। ଏଥର ୧ ହଜାର ୩୧୧ ଛାତ୍ରଛାତ୍ରୀ

ଜେଲ୍ ଗଲେ କୁବେର ପ୍ରଶାନ୍ତ ରାଉତ

ଜେଲ୍ ଗଲେ ପୂର୍ବତନ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କୁବରେ ପ୍ରଶାନ୍ତ ରାଉତ । ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଜେଲ୍ ଗଲେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ୫ ଦିନିଆ ରିମାଣ୍ଡ ସରିବା ପରେ ଆଜି କୋର୍ଟରେ ହାଜର ହୋଇଥିଲେ । ରିମାଣ୍ଡ ବେଳେ ପ୍ରଶାନ୍ତଙ୍କ

ଆଗକୁ ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ

ଆଗକୁ ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି ।

ଯୁବତୀଙ୍କୁ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ

ସବୁ ସୀମା ଟପି ଯାଇଛି ବର୍ବରତା । ଉତ୍ତର ପ୍ରଦେଶର ଫତେହପୁରରେ ଜଣେ ହିନ୍ଦୁ ଯୁବତୀଙ୍କୁ କାର୍ ମଧ୍ୟରେ ଗଣଦୁଷ୍କର୍ମ କରାଯାଇଥିବାର ଖବର ସାମ୍ନାକୁ ଆସିଛି । ପୀଡିତା ଯୁବତୀ କହିଛନ୍ତି ତାଙ୍କୁ ଆବାସ ଯୋଜନାର ଲାଭ ଦେବା ଲାଗି ଅଭିଯୁକ୍ତ ମୋ ଅନିସ୍ ଓ ମୋ ଶମି ନାମକ ୨ ଜଣ ଯୁବକ ପାଖକୁ

ମୋଦିଙ୍କ ଘର ଉପରେ ଉଡିଲା ଡ୍ରୋନ୍‌,ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ନୂଆଦିଲ୍ଲୀ ସ୍ଥିତ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ଆଜି ଭୋର ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍‌ ଉଡ଼ୁଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ‌ଏନେଇ SPG, ଦିଲ୍ଲୀ ପୋଲିସ୍‌କୁ ସୂଚନା ଦେବା ପରେ ବରିଷ୍ଠ

ଜୀବନ ବଞ୍ଚାଇଦେଲେ ସିଦ୍ଧାନ୍ତ

ଦୁର୍ଘଟଣାର ଶିକାର ପରେ ଆହତ ବ୍ୟକ୍ତି କେତେ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଆହତ ଯେତେ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେବେ ସେତେ ଶୀଘ୍ର ବିପଦମୁକ୍ତ ହେବେ । ଆଉ ଏହି ସମୟକୁ ଗୋଲଡ଼େନ ଆୱାର କୁହାଯାଏ । ଏପରି ଏକ ଗୋଲଡ଼େନ ଆୱାରରେ ଜଣଙ୍କ ଜୀବନ ବଞ୍ଚାଇ