Odia News Portal

ଆଜି ଓଟିଇଟି ପ୍ରଶ୍ନପତ୍ର ଭାଇରାଲ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ । ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା, ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଆଉ ୨୯ ମୃତଦେହ ଚିହ୍ନଟ 

ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ଡିଏନ୍‌ଏ ଟେଷ୍ଟ କରାଯାଇ ଏହିସବୁ ମୃତଦେହ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଆଜି ଏମ୍ସକୁ ଡକାଯାଇଛି। ସକାଳୁ ମୃତକଙ୍କ

ଗଛରେ ପିଟି ହେଲା କାର୍, ୩ ମୃତ

ଗତକାଲି ବିଳମ୍ବିତରେ ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସନି ଛକ ନିକଟରେ ଗଛରେ ପିଟିହେଲା କାର୍‌। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।  ମୃତକ ହେଲେ ରାଇଘର ଥାନା ଅନ୍ତର୍ଗତ ଛତାବେଡା ଗ୍ରାମର ଗାଡ଼ି ଚାଳକ ସୁରେଶ

ତାମିଲନାଡୁ: ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର ଆଦେଶ ସ୍ଥଗିତ ରଖିଲେ ରାଜ୍ୟପାଳ

ତାମିଲନାଡୁ ରାଜ୍ୟପାଳ ଆର.ଏନ୍ ରବି ରାଜ୍ୟ କ୍ୟାବିନେଟରୁ ମନ୍ତ୍ରୀ ଭି.ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର ଆଦେଶକୁ ସ୍ଥଗିତ ରଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଜଣାଇ ଦିଆଯାଇଛି । ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ରାଜ୍ୟପାଳ କହିଛନ୍ତି ଯେ ସେ

ଗୁଜରାଟରେ ପାଚେରି ଭୁଶୁଡ଼ି ୪ ଶିଶୁ ମୃତ, ୬ ଆହତ

ଗୁଜରାଟର ପଞ୍ଚମହଲ ଜିଲ୍ଲାର ହଲୋଲସ୍ଥିତ ଜିଆଇଡିସି କମ୍ପାନୀର ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ପରିବାରର ଦୁଇ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମୃତକଙ୍କ ବୟସ ୨ରୁ ୫ ବର୍ଷ ମଧ୍ୟରେ ।

ସଂସଦୀୟ ଗଣତନ୍ତ୍ର ମଜବୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ସଂସଦ ହେଉଛି ଗଣତନ୍ତ୍ରର ଆଧାର ଶିଳା । ସଂସଦରେ ପ୍ରତିଫଳିତ ହୁଏ ଜନତାଙ୍କ ସ୍ୱର। ଆନ୍ତର୍ଜାତିକ ସଂସଦ ପଦ୍ଧତି ଦିବସ ଅବସରରେ ବାର୍ତ୍ତା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଆଶା ଓ ଆଂକାକ୍ଷା ପୂରଣ ପାଇଁ ସଂସଦୀୟ ଗଣତନ୍ତ୍ର ପଦ୍ଧତିକୁ ସୁଦୃଢ କରିବା ନିମନ୍ତେ

ରତ୍ନଭଣ୍ଡାର ଖୋଲନ୍ତୁ ସରକାର: ଜଗୁନି

ଶ୍ରୀମନ୍ଦିର ରତ୍ନଭଣ୍ଡାର ନିହାତି ଖୋଲିବା ଦରକାର କହିଲେ ଜଗୁନି । ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ମନ୍ତବ୍ୟ । ରତ୍ନଭଣ୍ଡାରରେ ପାଣି ଗଳୁଛି,ଜିନିଷ ନଷ୍ଟ ହେଉଛି,ନିହାତି ଖୋଲାଯାଉ । ଭଣ୍ଡାର ଘରେ ଯେମିତି ପାଣି ଗଳୁଛି ଦିନେ ଏହା ଭୁସୁଡି ପଡିବ । ରାଜ୍ୟ ସରକାର

ଦକ୍ଷତା ବିକାଶ ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗ୍‌ଚି

 ଓଡିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗ୍‌ଚି । ପଦ ଛାଡିବା ନେଇ ଟୁଟ ଯୋଗେ ସୁବ୍ରତ ବାଗ୍‌ଚିଙ୍କ ସୂଚନା । ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡୁଥିବା ଜଣାଇଲେ ସୁବ୍ରତ । ବିଶ୍ୱାସକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ଜଣାଇଲେ । ଓଡିଶା ଦକ୍ଷତା ବିକାଶ

ବିଜେଡିର ଅନ୍ୟ ନାଁ ବିକାଶ : ଦେବୀ ମିଶ୍ର

 ଫାଇଭ୍–ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବିରୋଧୀ ଲିଫଲେଟ୍ ବାଣ୍ଟନ୍ତୁ କି ଘର ଘର ବୁଲନ୍ତୁ । ଲୋକ ଜାଣିଛନ୍ତି ତାଙ୍କ ସୁଖ ଦୁଖରେ ସାଥୀ କିଏ ? ବିକାଶର ସାଥୀ କିଏ ? ନିର୍ବାଚନ ବର୍ଷର ସବୁ ଦଳ ଏଭଳି କାର୍ଯ୍ୟକ୍ରମ କରନ୍ତି ।

ଆହୁରି ୫ ଦିନ ମେଘୁଆ ରହିବ ପାଗ

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଆଜି ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ