ଲଗାତର ବଢିଚାଲିଛି ପିଆଜ ଦର
କନ୍ଦାଉଛି ପିଆଜ । ଲଗାତର ବଢିଚାଲିଛି ପିଆଜ ଦର। ଦୁର୍ଗାପୂଜା ସରିଥିବାବେଳେ ଆଗକୁ ଦୀପାବଳି । ଉତ୍ସବର ମାହୋଲ ଚାଲିଥିବାବେଳେ ପିଆଜ ଦରରେ ଲାଗୁନି ବ୍ରେକ୍ । ଗତ କିଛି ଦିନ ହେବ ରାଜ୍ୟରେ ଉପର ମୁହାଁ ପିଆଜ ଦର। କେଜି ୨୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୮୦ ଟଙ୍କାରେ ପହଁଚିଗଲାଣି। ନାସିକରେ!-->…
