Odia News Portal

ବସ୍ ଓଲଟି ୧୫ ଆହତ , ବରଯାତ୍ରୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବୌଦ୍ଧରୁ ବରାତି ସାରି ଫେରୁଥିବା ବେଳେ ବସ ଦୁର୍ଘଟଣାରେ ୧୫ ଆହତ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣା । ବରଗଡ଼ କମଗାଁ ଅଞ୍ଚଳରୁ ବରଯାତ୍ରୀ ବୌଦ୍ଧ ଅଞ୍ଚଳକୁ ଯାଇଥିଲେ । ବରଯାତ୍ରୀ ବରାତି ସାରି…

ଆଜି କେମିତି କଟିବ

ମେଷ: ଆଜି ରବିବାର, ଏପ୍ରିଲ ୨୬, ୨୦୨୬ ରେ ଚନ୍ଦ୍ର ସିଂହ ରାଶିରେ ଅଛନ୍ତି । ଏହା ଆପଣଙ୍କ ରାଶି ତୁଳନାରେ ପଞ୍ଚମ ଘରେ ରହିଛି । ଆପଣଙ୍କୁ ଆପଣଙ୍କର ଉତ୍ତେଜିତ ସ୍ୱଭାବ ଉପରେ ସଂଯମ ରହିବାକୁ ପରାମର୍ଶ ଦିଆଯାଉଛି । ଆଜି, ଆପଣ ମାନସିକ ଥକ୍କା ଅନୁଭବ କରିପାରନ୍ତିv। ଫଳସ୍ୱରୂପ, ଆପଣ…

ବେଆଇନ୍ କରତ କଳରେ ବନ ବିଭାଗର ଚଢ଼ାଉ, ଜବତ ବେଳେ ମିଳିଲା ବନ୍ଧୁକ ଓ ମାରଣାସ୍ତ୍ର

ବେଆଇନ୍ କରତ କଳରେ ଚଢ଼ାଉ କଲା ବନ ବିଭାଗ । ଚଢ଼ାଉ ବେଳେ ମିଳିଲା ବନ୍ଧୁକ ଓ ମାରଣାସ୍ତ୍ର । ବିପୁଳ ପରିମାଣର ମୂଲ୍ୟବାନ କାଠ ଏବଂ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରପାତି ବନବିଭାଗ ଜବତ କଲା ବନବିଭାଗ । ସଂପୃକ୍ତ କରତକଳରୁ ଗୋଟିଏ ବେଆଇନ୍ ମାଉଜର, ଦୁଇଟି ଦେଶୀ ବନ୍ଧୁକ , ଜୀବନ୍ତ ଗୁଳି ଏବଂ ଧାରୁଆ…

ହୁତୁ ହୁତୁ ହୋଇ ଜଳୁଛି ନଳବଣ, ଅଗ୍ନିକାଣ୍ଡ ପାଇଁ ବିପଦରେ ଜଳଚର ପ୍ରାଣୀ ଓ ପକ୍ଷୀମାନଙ୍କ ଜୀବନ

ନଳବଣରେ ନିଆଁ । ଚିଲିକାର ଅଭୟାରଣ୍ୟର ନଳବଣରେ ଲାଗିଛି ନିଆଁ । ପୁରୀ ଜ଼ିଲ୍ଲା କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତ ଗୁରୁବାର ରାତିରେ ନଳବଣରେ ନିଆଁ ଲାଗିଥିଲା। କେହି ଦୁବୃର୍ତ୍ତ ମାଛ ଧରିବା ପାଇଁ ନଳବଣରେ ନିଆଁ ଲଗାଇଥିବା ଅନୁମାନ…

ଦକ୍ଷିଣେଶ୍ବରୀ ମନ୍ଦିରରୁ ଅଳଙ୍କାର ଲୁଟ୍:  ମା ‘ଙ୍କ ସୁନା ଚିତା ତାଡ଼ି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବିଶ୍ୱନାଥପୁର ସ୍ଥିତ ମା 'ଦକ୍ଷିଣେଶ୍ଵରୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଛି | ମନ୍ଦିର ଫାଟକ ଭାଙ୍ଗି କେହି ଦୁର୍ବୃତ୍ତ ମା'ଙ୍କ ବିଗ୍ରହରୁ ସୁନାର ଚିତା ଏବଂ ରୁପା ଆଖି…

୯୦% ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନର ନାହିଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌

କଟକଏସ୍‌ସିବି ମେଡିକାଲରେ ନିଆଁ ଲାଗି ରୋଗୀଙ୍କ ମୃତ୍ୟୁ ପରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ଚିନ୍ତା ବଢ଼ିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥାର କିଭଳି ଅନୁପାଳନ କରାଯିବ ସେଥିପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟରେ ଥିବା ୯୦% ଜିଲ୍ଲା ମୁଖ୍ୟ…

ଆସନ୍ତା ମେ ମାସ ୨୦ରୁ କଳାହାଣ୍ଡିରେ ଖୋଲିବ ଧାନ ମଣ୍ଡି, 24 ଘଣ୍ଟାରେ ଖାତାକୁ ଯିବ ଟଙ୍କା !

କଳାହାଣ୍ଡି ଜିଲ୍ଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ। ମେ ମାସ ୨୦ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା…

ଆଜି କେମିତି କଟିବ

ମେଷ: ଆଜି ଆପଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ଆପଣ କୌଣସି ବିଷୟରେ ଭାବପ୍ରବଣ ହେବେ । କିଛି ଆପଣଙ୍କୁ ବିରକ୍ତ କରିପାରେ । ଆପଣ ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ରହିବେ । ଛାତ୍ରମାନଙ୍କ ପାଇଁ ଦିନଟି ମଧ୍ୟମ ଫଳପ୍ରଦ । ସମ୍ପତ୍ତି ସମ୍ବନ୍ଧୀୟ କୌଣସି କାମ ପାଇଁ ଆଜି…

ଅଂଶୁଘାତରେ କାର୍ଯ୍ୟରତ ସାମ୍ବାଦିକ ଅମରେନ୍ଦ୍ର ଦାସଙ୍କ ମୃତ୍ୟୁ ଅଭିଯୋଗ

ଅଂଶୁଘାତରେ କାର୍ଯ୍ୟରତ ସାମ୍ବାଦିକ ଅମରେନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେରିଛି । ପ୍ରବଳ ଖରା ଓ ଗୁଳିଗୁଳି ଯୋଗୁ ସମ୍ବାଦ ସଂଗ୍ରହ କରି ଘରକୁ ଫେରି ଅସୁସ୍ଥ ଅନୁଭବ କରିଥିଲେ , ପରିବାର ଲୋକେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।…

ଆମ ଆଦମୀ ପାର୍ଟିରେ ବଡ଼ ଧରଣର ବିଭାଜନ, ବିଜେପିରେ ମିଶିଲେ ୭ ସାଂସଦ

ଆପ୍ ରାଜନୀତିରେ ଝଡ଼ । ଆମ ଆଦମୀ ପାର୍ଟିର ବଡ଼ ଧରଣର ବିଭାଜନ । ବିଜେପିରେ ମିଶିଲେ AAPର ୭ ସାଂସଦ! । ବିଜେପିକୁ ଯାଇଥିବା ୭ ସାଂସଦମାନେ ହେଲେ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମ ସାହନି ଏବଂ ସ୍ୱାତି ମାଲିୱାଲ। ଆଜି ବିଜେପି ଅଧ୍ୟକ୍ଷ…