Odia News Portal

ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଇଡି ଚଢାଉ

ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀ ସୁରଜ ଚାବନ,  ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକରଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। କୋଭିଡ ସମୟରେ ଲାଇଫଲାଇନ କମ୍ପାନୀ ଅଧୀନରେ ହୋଇଥିବା କେତେକ ଦୁର୍ନୀତି ପାଇଁ

 ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ମନ୍ଦିର ଅଭିମୁଖେ ବାହାରି ସାରିଲେଣି ମହାପ୍ରଭୁ ଜଗନ୍ନାଥ । ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡ ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ

ମମତା ସରକାରଙ୍କୁ ‘ସୁପ୍ରିମ୍’ ଝଟକା

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ମାମଲାରେ ମମତା ବାନାର୍ଜୀ ସରକାରକୁ ବଡ଼ ଝଟକା ଲାଗିଛି । କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ପାଇଁ କଲିକତା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ନିର୍ବାଚନ ଆୟୋଗ ଓ ମମତ ସରକାର କରିଥିବା ଆବେଦନକୁ

ରଥଯାତ୍ରା ଦେଖିବାକୁ ଯିବାବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍ଅ‌ପ୍‌

ଶ୍ରଦ୍ଧା ଶ୍ରୀକ୍ଷେତକୁ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଏକ ଅଘଟଣ ଘଟିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ମ୍ୟାକ୍ସ ପିକ୍‌ଅପ୍‌ ଭ୍ୟାନ। ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି। ଆହତମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଶିଶୁ ଥିବା ଜଣାପଡିଛି।

ସମ୍ବଲପୁର ଜିଲ୍ଲାରେ ୨୨ରୁ ୨୪ ତାରିଖ ଯାଏଁ ସକାଳୁଆ ସ୍କୁଲ

ସମ୍ବଲପୁର ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରୁ ଖୋଲିବ ସ୍କୁଲ। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୨୨ ତାରିଖରେ ସମ୍ବଲପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଖୋଲିବ। ୨୨ରୁ ୨୪ ତାରିଖ ଯାଏଁ ସକାଳ ସାଢ଼େ ୬ରୁ ୧୦ଟା ଯାଏ ସ୍କୁଲ ଚାଲିବ। ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ପିଲାଙ୍କୁ

ବାହାନଗା ରେଳ ଟ୍ରାଜେଡି: ଅମୀର ଖାନଙ୍କ ଉପସ୍ଥିତରେ ଭଡା ଘର ସିଲ୍ ଖୋଲିଲା CBI

ବାହାନଗା ରେଳ ଟ୍ରାଜେଡି ଘଟଣା। ଅମୀର ଖାନଙ୍କ ସୋର କମରପୁର ଭଡା ଘର ସିଲ୍ ଖୋଲିଲା CBI । ସିଗନାଲ ଜେଇ ଇନ୍ ଚାର୍ଜ ଥିଲେ ଅମୀର ଖାନ । ଅମୀର ଖାନଙ୍କ ଉପସ୍ଥିତରେ ସିଲ ଘରକୁ ଖୋଲିଲା CBI । ଘର ଭିତରେ ବିଭିନ୍ନ ଜିନିଷ ଉପରେ ଛାନଭିନ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ୩ ଜଣିଆ ସିବିଆଇ

ସରିଲା ଶ୍ରୀଜିଉଙ୍କ ପହଣ୍ଡି:ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ସରିଲା ପହଣ୍ଡି। ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତାପରେ ଶ୍ରୀବଳଦେବଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମାତା ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା।

ପବିତ୍ର ଘୋଷଯାତ୍ରାରେ ଶ୍ରୀକ୍ଷେତ୍ର ଲୋକାରଣ୍ୟ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଆଜି ପବିତ୍ର ଘୋଷଯାତ୍ରା। ଶ୍ରୀମନ୍ଦିରରୁ ଆସି ରଥାରୂଢ଼ ହେବେ ଶ୍ରୀଜିଉ । ବଡ଼ଦାଣ୍ଡରେ ଭକ୍ତଙ୍କୁ ଦେବେ ଦର୍ଶନ। ଏହି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ହୋଇଛି ଲୋକାରଣ୍ୟ। ଜଗତର ନାଥ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବିଜେ କରି

ଆସନ୍ତା କାଲି ଖୋଲିବ ରାଜ୍ୟର ସବୁ ସ୍କୁଲ

ଶେଷ ହୋଇଛି ଖରାଛୁଟି। ଆସନ୍ତା କାଲି ଅର୍ଥାତ ବୁଧବାର ରାଜ୍ୟରେ ଖୋଲିବ ସବୁ ସ୍କୁଲ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଜୁନ ୧୯ରେ ଖୋଲିଥାନ୍ତା, କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲକୁ