ଏସିଆଡ଼ରେ ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ
ଓଡ଼ିଆ ପୁଅ କିଶୋର କୁମାର ଜେନା ଇତିହାସ ରଚିଛନ୍ତି । ଏସିଆଡ଼ରେ କିଶୋର ରୌପ୍ୟ ପଦକ ହାସଲ କରିଛନ୍ତି । ଯାହାକି ସାରା ଓଡ଼ିଶାରେ ଖୁସିର ଲହରୀ ଖେଳାଇ ଦେଇଛି । ଜାଭେଲିନ ଥ୍ରୋରେ ସେ ୮୭.୫୪ ମିଟର ଫିଙ୍ଗ୍ି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଅପରପକ୍ଷରେ ନୀରଜ ଚୋପ୍ରା ୮୮.୮୮ ମିଟରରେ!-->…
