Odia News Portal

ଭୁବନେଶ୍ୱର AIIMS ରେ ଖୋଲିବ ରିଜିଓନାଲ ଫରେନ୍ସିକ ଲାବୋରେଟୋରି

ମୃତ ବ୍ୟକ୍ତିଙ୍କ ଫଟୋରୁ ପରିଚୟ ଖୋଜିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏ ନେଇ ଭୁବନେଶ୍ୱରସ୍ଥିତ AIIMS ରେ ଆଞ୍ଚଳିକ ଫୋରେନସିକ୍ ଲାବୋରେଟୋରି ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି । ଏହା ଦ୍ୱାରା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ବହୁସଂଖ୍ୟକ ମୃତାହତ ହେଲେ ଶବ ଚିହ୍ନଟ ଓ…

ଥାନାରୁ ଜବତ ବାଣ ଓ ମଦର ସନ୍ଦେହଜନକ ଚୋରାଚାଲାଣ

ଜବତ କରାଯାଇଥିବା ବାଣ ଓ ମଦକୁ ଥାନାରୁ ଚୋରାଚାଲାଣ ଅଭିଯୋଗ । ଜଣେ ହୋମଗାର୍ଡ ପୋଲିସ କର୍ମଚାରୀଙ୍କ ଜାଣତରେ ଜବତ ବାଣ ଓ ମଦ ଥାନାରୁ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ହୋମଗାର୍ଡ ତଥା ଡ୍ରାଇଭର ପ୍ରକାଶ ମୁଦୁଲିଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। …

ବିଜେବି କଲେଜରେ ଗଣ୍ଡଗୋଳ

ବିଜେବି କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ ଗଣ୍ଡଗୋଳ ସୂଚନା । ଗଣ୍ଡଗୋଳରେ ଏବିଭିପର ୬ ଜଣ ଛାତ୍ର ଆହାତ ହୋଇଥିବା ସୂଚନା । ଏବିଭିପି କୋର କମିଟି ଗଠନକୁ ନେଇ ଗଣ୍ଡଗୋଳ ହୋଇଥିଲା ।

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା

ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍ । ପଡିଲା ରକ୍ତର ଛିଟା । ପସରାଉଠା କର୍ମଚାରୀ ଏବଂ ଜଣେ ସେବାତଙ୍କ ମଧ୍ୟରେ ମାରପିଟ୍ । ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ ନୀତି । ଉଭୟଙ୍କୁ ନେଇ ସିଂହଦ୍ୱାର ପୋଲିସର ପଚରାଉଚରା ଜାରି ରହିଛି । ତେବେ ଏଭଳି କାଣ୍ଡ ପଛର କାରଣ…

ଦାମିକିଆ ମାଛ, ମୂଲ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦାମିକିଆ ମାଛ । ଦୁଇ କ୍ବିଣ୍ଟାଲ ମାଛର ଦାମ୍ ୧ଲକ୍ଷ ୨୭ ହଜାର ଟଙ୍କା । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିବା ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି । ଯାହାର ଓଜନ ୨ କ୍ବିଣ୍ଟାଲ ରହିଛି । ଏହି ମାଛକୁ ଦୀଘା ମାଛ ମାର୍କେଟରେ ବିକ୍ରି କରିବେ…

ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ

ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଏପରିକି କର୍ମୀ ଆଣିଥିବା ବ୍ୟାନର ମଧ୍ୟ ଖୋଲିବାକୁ ସୁଯୋଗ ଦେଇନଥିଲା । ରାଜଧାନୀରେ ଭୁବନେଶ୍ୱରେ ଯୁବ କଂଗ୍ରେସର ଏପରି ଆନ୍ଦୋଳନ ପୂର୍ବରୁ କେବେ ଦେଖାଯାଇନଥିଲା । ବିଶେଷ କରି…

ପୋଲିସ୍‌କୁ ବି ଛାଡ଼ିଲେନି ଲୁଟେରା: CRPF ପୂର୍ବତନ ଡିଜିଙ୍କ ଘରୁ ଚୋରି

ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅପରାଧୀଙ୍କୁ ଚେକ୍‌ମେଟ୍‌ ଦେବାକୁ ପୋଲିସ୍‌ ବିଫଳ। ଏଭଳି ସ୍ଥିତିରେ ଖାଲି ରାଜଧାନୀବାସୀ…

ଟାଙ୍ଗିର ଛେନା କାକରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି

ସୁଆଦିଆ ଆଉ ଗରମ ଓ ନରମ...ପାଟିକୁ ଯେତେ ମିଠା, କୁଡ଼ମୁଡ଼ ମଧ୍ୟ...ଗରମରେ ଖାଇଲେ ଯେମିତି, ଥଣ୍ଡା ହେଲେ ମଜା ଅଲଗା...ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ କାକରା...ହଁ ଆମ କାକରା । ସୁଜି କିମ୍ବା ନଡ଼ିଆ ପୁର ଦେଇ ପ୍ରସ୍ତୁତ ହୋଇଥାଏ, ହେଲେ ୟେ କାକରା ଟିକିଏ ନିଆରା । କାରଣ…

ସାମ୍ନାକୁ ଆସିଲା ପ୍ରଭାସ-ଅନୁଷ୍କାଙ୍କ ସୁନ୍ଦର ଫଟୋ

ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ି ପ୍ରାୟ ସମସ୍ତଙ୍କର ପସନ୍ଦ । ଦିନେ ଏହି ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଯୋଡିଙ୍କ ଫ୍ୟାନ୍ସମାନେ ମଧ୍ୟ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ ବୋଲି…

ନଭେମ୍ବରରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ

ୱିଣ୍ଟର ସିଡ୍ୟୁଲ ଆରମ୍ଭ ହେବା ପରେ ଆସନ୍ତା ନଭେମ୍ବରରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଘରୋଇ ଇଣ୍ଡିଗୋ ବିମାନ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ାଣ କରିବ ବୋଲି ଘୋଷଣା କରିଛି। ନଭେମ୍ବର ୫ରୁ କୋଲକାତାକୁ ଓ ନଭେମ୍ବର ୧୫ ତାରିଖରୁ ବେଙ୍ଗାଲୁରୁକୁ ଏହି ବିମାନ ଉଡ଼ିବ। ସେଥିପାଇଁ ଗୁରୁବାରଠାରୁ…