ଯୌତୁକ ପାଇଁ ଜୁଇରେ ଜଳିଲା ନବବଧୂକୁ ଜୀବନ
ଆଜିକାଲି ଦୁନିଆରେ ଅନେକ କୁସଂସ୍କାର ଦୂର ହୋଇଯିବା ପରେ ମଧ୍ୟ ଯୌତୁକ ନିର୍ଯ୍ୟାତନା ନାମକ କୁ ସଂସ୍କାର ପାଇଁ କେତେଯେ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି ତାହାର ହିସାବ ନାହିଁ । ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ଜୀବନ । ମଣିଷ ଯେତେ ଆଧୁନିକ ହେଲେ ବି ଅମାନବିକତା ଆଜି ବି ରହିଛି ।!-->…
