Odia News Portal

ସମ୍ପାଦକ ପଦ ଛାଡିଲେ ସୌମ୍ୟ

ସମ୍ବାଦର ସମ୍ପାଦକ ପଦ ଛାଡିଲେ ସୌମ୍ୟ ରଞ୍ଜନ ପଟ୍ଟନାକ । ଲୋନ୍ ଠକେଇ ଅଭିଯୋଗ ପରେ ବଢ଼ିଥିଲା ସୌମ୍ୟଙ୍କ ପାଇଁ ଅଡୁଆ । ଇଓଡବ୍ଲ୍ୟୁରେ ମାମଲା ରୁଜୁ ପରେ ଜାରି ରହିଛି ତନାଘନା । ଏହି ମାମଲାରେ ଅନେକଙ୍କ ପଚରାଉଚରା ମଧ୍ୟ ଜାରି ରହିଛି । ଲୋନ ଠକେଇ ମାମଲାରେ ଏଯାଏଁ ଚୁପ ରହିଛନ୍ତି ସୌମ୍ୟ ।…

ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି ଗାନ୍ଧି ଜୟନ୍ତୀ ଅବସରରେ ଶାସକ ବିଜେଡି ଆରମ୍ଭ କରିବ ଜନସଂପର୍କ ପଦଯାତ୍ରା। ଚଳିତ ମାସ ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ଚାଲିବ ବିଜେଡିର ଲୋକସମ୍ପର୍କ ପଦଯାତ୍ରା । ଭୁବନେଶ୍ୱର ମହାନଗର ନିଗମର ୫୭ ନମ୍ବର ୱାର୍ଡ ବରଗଡ଼ ବ୍ରିଟ୍ କଲୋନୀ ନେତାଜୀ ପଡ଼ିଆରୁ ବିଜେଡି…

ସୁଟିଂରେ ଭାରତକୁ ପୁଣି ଏକ ସ୍ବର୍ଣ୍ଣ ଓ ରୌପ୍ୟ

 ଚଳିତ ଏସୀୟ କ୍ରୀଡ଼ାର ରବିବାର ଅଷ୍ଟମ ଦିନରେ ସୁଟିଂରେ ଭାରତକୁ ପୁଣି ଦୁଇଟି ପଦକ ମିଳିଛି । ଭାରତୀୟ ପୁରୁଷ ଦଳ ଡବଲ ଟ୍ରାପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ଦଳ ମଧ୍ୟ ଏହି ଇଭେଣ୍ଟରେ ରୌପ୍ୟ ପଦକ ହାତେଇଛନ୍ତି । ଭାରତୀୟ ସୁଟର ପୃଥ୍ୱୀରାଜ ଟୋଣ୍ଡାଇମାନ, କିନାନ୍ ଚେନାଇ ଏବଂ ଜୋରୱାର…

ଚିଡ଼ିଆଖାନା କର୍ମଚାରୀଙ୍କ ତଣ୍ଟି କାମୁଡ଼ି ମାରିପକାଇଲା ସିଂହ

ଜାପାନର ଫୁକୁଶିମାସ୍ଥିତ ‘ତୋହୋକୁ ସଫାରି ପାର୍କ’ରେ ଜଣେ ୫୩ ବର୍ଷିୟ ଚିଡ଼ିଆଖାନା କର୍ମଚାରୀଙ୍କୁ ଗୋଟାଏ ସିଂହ ମାରି ପକାଇଥିବା କଥା ସମ୍ବାଦ ସରବରାହା ସଂସ୍ଥାନ ‘ରଏଟର୍ସ’ ରିପ‌ୋର୍ଟ କରିଛି। ଗୁରୁବ‌ାର ଦିନ ସିଂହଟିକୁ ଖାଇବାକୁ ଦେଉଥିବା ବେଳେ କେନିଚି କାତୋ ନାମକ କର୍ମଚାରୀଙ୍କୁ ସେ…

ପ୍ରେମ ପାଇଁ ଝୁଲି ପଡିଲେ ଯୁବକ

ପ୍ରେମ ନେଲା ଜୀବନ । ପ୍ରେମ ପାଇଁ ଜୀବନ ହାରିଲେ ଯୁବକ । ଏଭଳି ଏକ ଦୁଃଖଦ ଖବର ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱରରୁ ସାମ୍ନାକୁ ଆସିଛି ।  ଭୁବନେଶ୍ବର ମେଞ୍ଚଶ୍ବର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ପ୍ରେମ ବ୍ୟାପାରକୁ ନେଇ…

୧୦ ବର୍ଷରେ ଅବକାରୀ ରାଜସ୍ୱ ୩୬୮% ବୃଦ୍ଧି, ମଦ ଦୋକାନ ସଂଖ୍ୟା ବି ବଢ଼ିଛି

୧୦ ବର୍ଷ ମଧ୍ୟରେ ରାଜ୍ୟର ଅବକାରୀ ରାଜସ୍ୱରେ ୩୬୮ ପ୍ରତିଶତ ବୃଦ୍ଧି ପାଇଛି। ବିଧାନସଭାରେ ଏ ସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏ ତଥ୍ୟ ଦେଇଛନ୍ତି। ୨୦୧୧-୧୨ରେ ରାଜ୍ୟରୁ ଅବକାରୀ ରାଜସ୍ବ ମିଳୁଥିଲା ୧୩୭୯.୯୧ କୋଟି। ତେବେ …

ଓଏସଏପି କମାଣ୍ଡାଣ୍ଟଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା

ଭିଜିଲାନ୍ସ ଜାଲରେ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ -ଓଏସଏପିର ଢେଙ୍କାନାଳ ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା। ସେ ଲାଞ୍ଚ ଟଙ୍କା ଧରି ସେ ଢେଙ୍କାନାଳରୁ କଟକ ସ୍ଥିତ ନିଜ ଘରକୁ ଯାଉଥିବା ନେଇ ସୂଚନା ପାଇଥିଲା ଭିଜିଲାନ୍ସ। ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ କଟକର…

ମାଟିରେ ମିଶିବାକୁ ବସିଛି ୨୫୦ ବର୍ଷ ପୁରାତନ ଶୈବ ପୀଠ

ଏକଦା ଚଳଚଞ୍ଚଳ ରହୁଥିବା ଶୈବ ପୀଠ ଆଜି ଜରାଜୀର୍ଣ l ରାଜା ରାଜୁଡା ଅମଳରେ ପୂଜା ପାଉଥିବା ଠାକୁର ଆଜି ନିଜ ଭୁ ସମ୍ପତି ହରାଇ ଅନ୍ଧାର କୋଠରୀରେ ରହୁଛନ୍ତି ଉପବାସ l ଏଭଳି ଚିତ୍ର ଦେଖିବାକୁ ମିଳିଛି ବାରକୋଟ ବ୍ଲକ ବାହାଡାପୋଷି ଗ୍ରାମରେ ଥିବା ବାବା କପିଳେଶ୍ୱରଙ୍କ ପୀଠରେ l ରେଙ୍ଗାଲି…

ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ବୀନ ପଟ୍ଟନାୟକଙ୍କ  ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି ଅତିରିକ୍ତ…

ଶିଶୁ ଅଦଳବଦଳ ଘଟଣା: ଆଜି ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ

କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ କରାଯିବ । ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର ଜଣେ…