Odia News Portal

ବିସ୍ଫୋରଣରେ ୫ ପିଲାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଏକ ଦୁଃଖଦାୟକ ଘଟଣା ଘଟିଛି। ବୁଧବାର ଏଠାରେ ଏକ ଭୟଙ୍କର ବିସ୍ଫୋରଣରେ ଗୋଟିଏ ପରିବାରର ୫ ପିଲାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ମୁତାବକ, ପିଲାମାନେ ଘର ବାହାରେ ଏକ ରକେଟ୍‌ ସେଲ୍‌ ପାଇଥିଲେ, ଯାହାକୁ ସେମାନେ ଖେଳଣା ଭାବି ଘର ଭିତରକୁ…

ମହାନଦୀକୁ ଡେଇଁଲା ମହିଳା

ଯୋଦ୍ରା ବ୍ୟାରେଜରୁ ଡେଇଁପଡିଲେ ମହିଳା । ଉପସ୍ଥିତ ସ୍ଥାନୀୟ ଲୋକଙ୍କ ଦ୍ୱାରା ମହିଳା ଉଦ୍ଧାର ହୋଇଥିବା ସୂଚନା ରହିଛି । ମହିଳା ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଏବେ ଯାଏଁ କିଛି ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପୁଲିସର ପଚରାଉଚରା ଜାରି

ଗତ ୩ ଦିନ ଧରି ନିଖୋଜ ଥିବା କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁଙ୍କୁ ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ଗିରିସୋଲା ନିକଟରୁ ଉଦ୍ଧାର କରିଥିଲା।  ବ୍ୟାଙ୍କ ମ୍ୟାନେଜରଙ୍କୁ ଠାବ କରିବାରେ ବାଙ୍କୀ ପୁଲିସ ସଫଳ ହୋଇଛି। ଗଞ୍ଜାମ…

କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ:ତୁଷାରକାନ୍ତି ବେହେରା

କ୍ରୀଡାର ବିକାଶ ପାଇଁ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସରକାରୀ ଦଳ ସହ ବିରୋଧୀ ବି କ୍ରୀଡାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜି ଗୃହରେ ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ…

ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କୁ ଅପମାନ

 ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କୁ ଅପମାନ। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କଲା ଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନକୁ ଧଳାକପଡାରେ ସମ୍ପୂର୍ଣ୍ଣ ଭାବେ…

ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ଫାଇନ୍

୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ । ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କାର ଫାଇନ ଦେବାକୁ କହିଛନ୍ତି ଖାଉଟି ଅଦାଲତ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି…

ଘାଟିରେ ସ୍କୁଲ ବସ ଓଲଟି ଖେଳ ଶିକ୍ଷକ ମୃତ, ୨୦ରୁ ଅଧିକ ଛାତ୍ର ଛାତ୍ରୀ ଆହତ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ସ୍କୁଲ ପିଲା ଆହତ ହୋଇଛନ୍ତି। ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେବାକୁ ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ବସଟି ଓଲଟି ପଡିଥିଲା।…

ରେଳ ଫାଟକ ଭାଙ୍ଗି ଟ୍ରାକରେ ଚଢ଼ିଗଲା କଣ୍ଟେନର

ରେଳ ଫାଟକ ଭାଙ୍ଗି ଟ୍ରାକକୁ ଚଢ଼ିଗଲା ଏକ କାର୍ ବୋଝେଇ କଣ୍ଟେନର । ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାମ୍ପଦା ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍‌କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୁଇ ଘଣ୍ଟା ହେବ ବାଲେଶ୍ବର-ନୀଳଗିରି…

୪ର୍ଥ ଦିନରେ ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ

୩ ଦିନ ପରେ ସ୍ବାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ। ସୁରୁଖୁରୁରେ ଚାଲିଛି ଗୃହକାର୍ଯ୍ୟ। ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ପ୍ରଶ୍ନକାଳରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ୩ ଦିନ ଧରି ଅଚଳ ହୋଇଯାଇଥିଲା ଗୃହକାର୍ଯ୍ୟ। ଧୋଇଯାଇଥିବା…

ଆଜି ମହାପ୍ରଭୁଙ୍କ ବଳିବାମନ ବେଶ

ଆଜି ମହାପ୍ରଭୁଙ୍କ ବଳିବାମନ ବେଶ। ଏଥି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର।ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ବେଶ୍ ଭିଡ ଲାଗି ରହିଛି।ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ନିତି ଅନୁଷ୍ଠିତ ହେବ । ମହାପ୍ରଭୁ…