Odia News Portal

ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ସାମାନ୍ୟ ବଚସାରୁ କେନ୍ଦ୍ରାପଡାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ନିକିରାଇ ଥାନା ଧୂମାତଶାସନ କେନାଲ ବନ୍ଧରେ ଯୁବକଙ୍କୁ ଛୁରାମାଡ ହୋଇଛି । ସାଙ୍ଗ ହୋଇ ନିଶା ସେବନ କରୁଥିବା ବେଳେ ହୋଇଥିଲା ବଚସା । ଯାହାଫଳରେ ବଚସା ଉଗ୍ରରୂପ ନେଲା । ମୃତ…

ବିଧାନସଭା ମୁଲତବୀ ପ୍ରସଙ୍ଗ, ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ମୋ ସରକାର ଜନସାଧାରଣଙ୍କର ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ…

ବିଲ ମଝିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର ଜିଲ୍ଲା ସୋର ଥାନା ବିଲବାଙ୍କିଆ ଛକ ନିକଟସ୍ଥ ବିଲ ମଝିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ହେଲେ ନଦୀଗାଁ ପଞ୍ଚାୟତ କାନପୁର ଗ୍ରାମର ବାପାନ ସିଂ(୨୮)। ବାପାନ ଗତ ଚାରି ଦିନ ଧରି ନିଖୋଜ ଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ବିଲମଝିରେ ମୁହଁ ମାଡ଼ି…

ଖୁଦୁରୁକୁଣି ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ

ତିଗିରିଆ ଥାନା ବିଷ୍ଣୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଖୁଦୁରୁକୁଣି ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଖୁଦୁରୁକୁଣି ଓଷାକୁ ନେଇ ପ୍ରଥମେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ୪ଟି ବୋମାମାଡ଼ ହୋଇଥିଲା । ବୋମା ମାଡ଼ରେ ୩ ଜଣ ଯୁବକ ଆହତ ହୋଇଛନ୍ତି । …

ଭାରତରେ ଗଡିବ ହାଇଡ୍ରୋଜେନ ବସ, ପବନ ପାଣିରେ ଚାଲିବ ଗାଡି

ଆଉ ଦରକାର ପଡିବନି ପେଟ୍ରୋଲ କି ଡିଜେଲ କିଣିବାର ଭୟ । ପ୍ରଦୂଷଣରୁ ମୁକ୍ତି ପାଇବ ଭାରତ । କାରଣ ଭାରତରେ ଗଡିବାକୁ ଯାଉଛି ହାଇଡ୍ରୋଜେନ ବସ । ଏହି ବସ କେବଳ ପବନ ଆଉ ପାଣିରେ ଚାଲିବ । ଏନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ…

ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ରାଜଧାନୀ ଭୁବନେଶ୍ବରରେ ଅଘଟଣ । ପୋଖରୀପୁଟରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ । ଏୟାରଫିଲ୍ଡ ଅଞ୍ଚଳରେ ଥିଲବା ପୋଖରୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଗଣ୍ଡମୁଣ୍ଡା ହାଇସ୍କୁଲର ଶୁଭମ ଜେନା ଓ ପ୍ରକାଶ ମହାରଣା । ଉଭୟ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଟିଉସନ ସାରି ୪ଜଣ…

ମୋ ବସ୍ ଭିତରୁ ମହିଳାଙ୍କ ଠାରୁ ଲୁଟିନେଲା ଚୋର

ଭରତପୁର ଥାନା ସାମ୍ନାରେ ଠିଆ ହୋଇଥାଏ ଗୋଟିଏ ମୋ ବସ୍ । ଆଉ ଥାନା ଭିତରେ ମହିଳା ପୁରୁଷ ସମସ୍ତଙ୍କ ଭିଡ଼ ଜମିଥାଏ । ସବୁ ମହିଳା ମାନଙ୍କୁ ଜଣେ ମହିଳା ଚେକିଙ୍ଗ କରୁଥାନ୍ତି । ଏଭଳି ଦୃଶ୍ୟ ଦେଖିବା ପାଇଁ ଭାରି ଗହଳି ଲାଗିଥାଏ । ସବୁ ମହିଳା ମାନଙ୍କର ଗୋଡ଼ରୁ ମୁଣ୍ଡ ଯାଏ ଚେକିଙ୍ଗ ହେଉଥାଏ ।…

ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ବୁହା ହେଲା ଶବ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମରପାଲିର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ସମ୍ପର୍କୀୟମାନେ ବାଇକରେ…

ବମିଖାଲ ଓଭରବ୍ରିଜରୁ ତଳକୁ ଖସିଲା କାର୍: ଡ୍ରାଇଭର ଗୁରୁତର

ରାଜଧାନୀରେ ଭୟଙ୍କର ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ବମିଖାଲ ଓଭରବ୍ରିଜରୁ ତଳକୁ ଏକ କାର୍ ଖସିବା ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ତେବେ ଏହି କାରଟିକୁ ଦେଖିଲେ ସହଜରେ ଅନୁମାନ କରି ହେଉଛି କେତେ ଭୟଙ୍କର ଏହି…

ଦାନା ବାନ୍ଧୁଛି ଲଘୁଚାପ, ପଛକୁ ପଛ ଆସୁଛି ୨ ବାତ୍ୟା

ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୨୯ ତାରିଖରେ ଘୂର୍ଣ୍ଣିବଳୟ ଏବଂ ଏହାର ପରବର୍ତ୍ତୀ ୨୪ ଘଣ୍ଟା ପରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ହେବାକୁ ଥିବା ଏହି ଲଘୁଚାପ କ୍ରମଶ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ…