Odia News Portal

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଆଣିଲା…

ସିସୋର ଆର୍ଥିକ ହେରଫେର ମାମଲାରେ ଫସିଥିବା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ବିରୋଧରେ ଚାଲିଥିବା ମାମଲାରେ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଅତିରିକ୍ତ ଅଭିଯୋଗ ଦାୟର କରିଛି। ରାଜ୍ୟର ବହୁଚର୍ଚ୍ଚିତ ପ୍ରାୟ ୫ ଶହ କୋଟି ଟଙ୍କାର…

ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ବିଜେଡିରେ ସାମିଲ

ଯାଜପୁର ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା…

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ

ରାଜଧାନୀରେ ଅଭାବନୀୟ ଘଟଣା। କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ ରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ…

ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା

ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା। ଗୃହରେ ପୁଣି ହଟ୍ଟଗୋଳ ସୃଷ୍ଟି ହୋଇଛି। ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଉଲ୍ଲେଖଯୋଗ୍ୟ, ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ପ୍ରଶ୍ନକୁ ରିଜେକ୍ଟ କରାଯାଉଥିବା ନେଇ ବିଜେପି…

ମାଡ଼ି ଚାଲିଛି ସ୍କ୍ରବ୍ ଟାଇଫସ୍,ସୁନ୍ଦରଗଡ଼ରେ ଆଉ ୧୦ ରୋଗୀ ଚିହ୍ନଟ

ମାଡ଼ି ଚାଲିଛି ସ୍କ୍ରବ୍ ଟାଇଫସ୍ । ସୁନ୍ଦରଗଡ଼ରେ ଆଉ ୧୦ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଫଳରେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୧୯୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବଢ଼ି ଚାଲିଥିବା ସ୍କ୍ରବ…

ବିସର୍ଜନ ଆଗରୁ ରାତି ଅଧରୁ ଗାୟବ ହୋଇଗଲା ଗଣେଶଙ୍କ ମୂର୍ତ୍ତି

ରାତି ଅଧରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି l ଦେଖୁ ଦେଖୁ ଉଭାନ ହୋଇ କୁଆଡେ ଚାଲିଗଲା ପ୍ରଭୁ ବିଘ୍ନ ବିନାଶକଙ୍କ ଏତେ ବଡ ମୂର୍ତ୍ତି, ସମସ୍ତେ ଖୋଜିଲେ କିନ୍ତୁ ପାଇଲେନାହିଁ.. ହଠାତ ମୂର୍ତ୍ତି ଗାୟବ କୁ ନେଇ ସମସ୍ତେ ଡରି ଗଲେ ..ପରେ ସନ୍ଦେହ କରିବାରୁ ପ୍ରକୃତ କଥା ଜଣାପଡିଲା ..…

ବିଜେପି ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବାକୁ ଚାହୁଁନି

ନରେନ୍ଦ୍ର ମୋଦୀ ସରକାର ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ କରିବାକୁ ଇଚ୍ଛୁକ ନୁହଁନ୍ତି । ଏହି ବିଲ୍ ବିଜେପିର କେବଳ ଏକ ନିର୍ବାଚନୀ ଚାଲ୍ ବୋଲି କଂଗ୍ରେସ ଅଭିଯୋଗ କରିଛି । ବିଳମ୍ବ ନ କରି ମହିଳା ସଂରକ୍ଷଣ ବିଲକୁ ଯଥାଶୀଘ୍ର ସରକାର କାର୍ଯ୍ୟକାରୀ କରନ୍ତୁ ବୋଲି ସୋସିଆଲ ମିଡିଆ ତଥା…

ମୁଖ୍ୟମନ୍ତ୍ରୀଙ୍କ ବିବୃତି:ହେଲିକପ୍ଟର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି

ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ନିର୍ଦ୍ଦେଶ…

କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା

କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା। ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଉଭୟ ହାଜରହୋଇଛନ୍ତି। ଉଭୟଙ୍କ ମଧ୍ୟରେ କନସିଲେସନ ହୋଇଛି । ନିଜେ କଟକ ଏସଡିଜେଏମ କାଉନସେଲିଂ କରୁଛନ୍ତି। ଉଭୟ ବର୍ଷା ଓ ଅନୁଭବ ମଧ୍ୟାହ୍ନ ଭୋଜନ ପାଇଁ ବାହାରି ଯାଇଛନ୍ତି। କନସିଲେସନ ପାଇଁ…

ହୀରାକୁଦରେ ୧୪ଟି ଗେଟରେ ବନ୍ୟା ଜଳ ନିଷ୍କସିତ

ବନ୍ଦ ଲୋ ହୀରାକୁଦ ଜଳ ଭଣ୍ଡାରର ୧୦ଟି ଗେଟ୍ । ଏବେ ମୋଟ ୧୪ଟି ଗେଟ ଦେଇ ବନ୍ୟା ଜଳ ନିସ୍କାସିତ ହେଉଛି । ପୂର୍ବରୁ ୨୪ଟି ଗେଟ୍ ଦେଇ ପାଣି ଛଡ଼ା ଯାଉଥିଲା । ୧୦ଟି ଗେଟ୍ ବନ୍ଦ ହେବା ପରେ ଏବେ ୧୪ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି । ବାମପଟରେ ୮ ଓ ଡାହାଣ ପଟରେ ୬ଟି ଗେଟ୍ ଖୋଲା ଅଛି ।…