ଜି-୨୦ ଶିଖର ସମ୍ମିଳନୀ; ସରକାରୀ ଗାଡି ବ୍ୟବହାର ନକରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ
ଚଳିତମାସ ୯ରୁ ଦିଲ୍ଲୀରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବୁଧବାରଠାରୁ ରାଷ୍ଟ୍ରନେତାଙ୍କ ଆଗମନ ଆରମ୍ଭ ହୋଇସାରିଥିବାବେଳେ ୮ ସୁଦ୍ଧା ସମସ୍ତ ରାଷ୍ଟ୍ରମୁଖ୍ୟ ପହଞ୍ଚିବେ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
