ବିକାଶକୁ ବିରୋଧ କରୁଛି ବିଜେପି
ଓଡ଼ିଶାରେ ଭଲ କାମ ହେଲେ ଅଥବା ଲୋକଙ୍କର ମଙ୍ଗଳ ହେଲେ ଦୁଃଖିତ ନହୋଇ ଖୁସି ହେଉ ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଓଡ଼ିଶାର ଉନ୍ନତିରେ ରାଜ୍ୟ ବିଜେପି ହତୋତ୍ସାହିତ ହୋଇନଯାଉ । ଯେତେବେଳେ ଓଡ଼ିଶା ହକି!-->…
