ବାହୁଡ଼ା ଯାତ୍ରାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୫ ଯୁବକଙ୍କୁ ଆକ୍ରମଣ ପରେ ଉତ୍ତେଜନା
ଗତକାଲି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗାରେ ବାହୁଡ଼ା ଯାତ୍ରା ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଭୁଜାଲି ଆକ୍ରମଣରେ ୫ ଯୁବକ ଆହତ ହୋଇଛ୍ତି। ସମସ୍ତଙ୍କୁ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଜଣେ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ!-->…
