Odia News Portal

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଶୁକ୍ରବାର ଜଣେ ଶିକ୍ଷକଙ୍କ ଠାରୁ ଡିଏ (ମହଙ୍ଗା ଭତ୍ତା) ଅନୁମୋଦନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ…

ଯାଜପୁର: ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ

 ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ । ଯାଜପୁର ରୋଡ଼ ଥାନା ବ୍ୟାସ ସରୋବର ପୀଠରେ ଅଘଟଣ। ଫେବ୍ରିକେସନ୍ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ସୂଚନା। ମୃତ ଶ୍ରମିକ ୨ ଜଣ ପଶ୍ଚିମବଙ୍ଗ ମାଲଦା ଥାନା ଅଞ୍ଚଳର ଇନ୍ଦ୍ରଜିତ ମଣ୍ଡଳ ଓ ରେଜାବୁଲ୍ ଶେଖ ବୋଲି ଜଣାପଡିଛି। …

ବିଏମସି ପାଇଁ ୪୧୬ଟି ଅତିରିକ୍ତ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ

ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି)କୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । …

କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ!ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଟକ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ! ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଅଟକ। କଣ୍ଟାବାଞ୍ଜି ଥାନା ଡ଼ୁମେରଚୁଆଁ ଅଞ୍ଚଳରେ ଜଣେ ୬୦ବର୍ଷୀୟା ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଏତଲା…

କୁବେର ଡିଏଫଓ ଙ୍କ ଅମାପ ସମ୍ପତ୍ତି ଠାବ

ରାୟଗଡା ଡିଏଫଓ ବିଜୟ ପରିଡା ଙ୍କ ପୁଳା ପୁଳା ସମ୍ପତ୍ତି ଠାବ | କଟକ ରେ ୧.୮ କୋଟି ଚାରି ମହଲା ଘର ଠାବ । ରସୁଲଗଡ଼ ରେ ୩ ମହଲା କୋଠା ପାଟିରେ ରେ ଗୋଟିଏ ଫ୍ଲାଟ ଠାବ । ଭୁବନେଶ୍ୱର , ପୁରୀ , କଟକ , ଯାଜପୁର ରେ ୮ଟି ଫ୍ଲାଟ ଠାବ । ଡିଏଫଓ ଙ୍କ ଘରୁ ନଗଦ ୧.୨୪ ଲକ୍ଷ ତାଙ୍କ ଜବାଦ କଲା…

ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା; NHRCଙ୍କୁ ଭେଟି ଫେରାଦ ହେଲା ରାଜ୍ୟ ବିଜେପି

ନିର୍ଯାତିତା ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା ନୂଆ ମୋଡ଼ ନେଇଛି । NHRCଙ୍କୁ ଭେଟି ଲିଖିତ ଫେରାଦ ହେଲା ରାଜ୍ୟ ବିଜେପି । ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ପ୍ରମୁଖ ଭେଟି NHRCଙ୍କୁ ଭେଟି ଲିଖିତ ଫେରାଦ ହୋଇଛନ୍ତି । ଘଟଣାର ତଦନ୍ତ କରାଯିବ ବୋଲି NHRC…

ପୁରୀରେ ଅପରାଧୀକୁ ପୋଲିସର ଏନକାଉଣ୍ଟର

ଅପରାଧୀକୁ ପୋଲିସର ଏନକାଉଣ୍ଟର । ଲୋକନାଥ ମନ୍ଦିର ପଛ ଶଙ୍କରେସ୍ୱର ଜଙ୍ଗଲରେ ଏନକାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ । ପିନୁର ବାମ ଗୋଡ଼ରେ ବାଜିଛି ଗୁଳି , ହସ୍ପିଟାଲରେ ଭର୍ତ୍ତି । ଦୁର୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ ମାମଲା । ପିନୁଁ ଠାରୁ ଗୋଟିଏ…

ପିଲାଙ୍କ ତାସ ଖେଳକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୩ ଗୁରୁତର

ପିଲାମାନେ ଖେଳିଲେ ତାସ । ଆଉ ତାସ ଖେଳରୁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । କେଉଁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ସଢା ଗାଁରେ ପିଲାଙ୍କ ଭିତରେ ହୋଇଥିବା ତାସ ଖେଳକୁ ନେଇ ପ୍ରଥମେ ବଚସା ଓ ପରେ ରକ୍ତାକ୍ତ ସଂଘର୍ଷ ଭଳି ଉଗ୍ର ରୂପ ଦେଖିବାକୁ ମିଳିଛି ।…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ; ଘରୋଇ ହସ୍ପିଟାଲରେ ଭର୍ତ୍ତି

ଓଡିଆ ସଙ୍ଗୀତ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଓଡିଆ ସିନେ ଇଣ୍ଡଷ୍ଟ୍ରିର କଳାକାର ଏବଂ ଅନ୍ୟ ବ୍ୟକ୍ତିବିଶେଷ ଭେଟିଛନ୍ତି। ଏହାସହ ପ୍ରଣବଙ୍କ ଆସୁ କାମନା କରିଛନ୍ତି…

ବିଷପିଇ ମହିଳା ଏସଆଇ ଗୁରୁତର

ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଅଧିକାରୀ ପ୍ରେମରେ ବିଫଳ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଆଲୋଚନା ହେଉଛି। ଗୁରୁତର ଅବସ୍ଥାରେ ମହିଳା ପୁଲିସ ଅଧିକାରୀ କାଜଲ ବାଗଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର…