ବିଳମ୍ବିତ ରାତିରେ ଲାଗିଲା ନିଆଁ: ଗୁହାଳରେ ଜଳିଗଲେ ୭୦ମେଣ୍ଢା, ୩୦ ଆହତ
ମେଣ୍ଢା ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି। ଫଳରେ ୭୦ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି। ଆହୁରି ୩୦ଟି ମେଣ୍ଢା ଆହତ ଅଛନ୍ତି। ପ୍ରାୟ ୧୦୦ ମେଣ୍ଢାକୁ ଉଦ୍ଧାର କରାଯାଇପାରିଛି। ପୁରୀ ସଦର ବ୍ଲକ ତଳଜଙ୍ଗର ଡିହସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅପ୍ରୀତିକର ଘଟଣା ଘଟିଛି।
!-->!-->…
