ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ ଜାରି
ଓଡ଼ିଶାରେ କ୍ଷେତ୍ରପରିଦର୍ଶନ ଆରମ୍ଭ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ହୀରାକୁଦ ନଦୀବନ୍ଧର ଦକ୍ଷିଣପାଶ୍ୱର୍ ଅନୁଧ୍ୟାନ ପରେ ପର୍ଯ୍ୟାୟକ୍ରମେ ବନ୍ଧର ମଧ୍ୟଭାଗ ଓ ଜବାହାର ଉଦ୍ୟାନ ଦେଇ ବୁର୍ଲାପାୱାର ଚ୍ୟାନେଲ ଆଦି ସ୍ଥାନରେ ପରିଦର୍ଶନ ଜାରି ରଖିଛନ୍ତି । ଏପଟେ ମହାନଦୀ ବଂଚାଓ!-->…
