କମିସନରେଟ୍ ପୁଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ୍: ୩ ଗିରଫ
ଲୁଟ୍ଟ କରି ରାଜଧାନୀରେ ଆତଙ୍କ ଖେଳାଉଥିବା ଏକ ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ ଠାବ କରିଛି। ଲକ୍ଷ୍ମୀସାଗର ଥାନା ପୁଲିସ୍ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ବମିଖାଲ ଅଞ୍ଚଳର ସୁବୋଧ କୁମାର ଦାସ ଓରଫ!-->…
