ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ: ସାଇରନ୍ ବାଜିବାରୁ ଚମ୍ପଟ ମାରିଲେ ଚୋର
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ଼ ଛକରେ ଥିବା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ସାଇରନ ହେଲା କାଳl ପୁଲିସ ସାଇରନ ଭାବି ଛତ୍ରଭଙ୍ଗ ଦେଲେ ଚୋର। ଚମ୍ପଟ ମାରିବା ପୂର୍ବରୁ ଚୋରମାନେ ଦୁଇଟି ଶାବଳ ଛାଡ଼ିଦେଇଲେ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ଼ ମୁଖ୍ୟ!-->…
