ଶଙ୍ଖ ଭବନରେ ଯୁବ ବିଜେଡ଼ିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ସମାଜ ହେଉ, ବା ରାଜ୍ୟ, ବା ଦେଶର ବିକାଶର କଥା ହେଉ ସବୁ କ୍ଷେତ୍ରରେ ଯୁବ ସମାଜ ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।ଓଡ଼ିଶାର ଉନ୍ନତି ଓ ପ୍ରଗତିରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଯୁବବର୍ଗଙ୍କୁ ସଶକ୍ତ ଓଡ଼ିଶାର ଗଠନରେ ସାମିଲ କରିବା ଲକ୍ଷ୍ୟ ନେଇ ଆଜି ଯୁବ ବିଜେଡିର ରାଜ୍ୟ!-->…
