Odia News Portal

ବାଇକକୁ ପିଟିଲା ବାଇକ୍: ୧ ମୃତ, ୨ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପ୍ରତାପ ଗ୍ରାମର କାହ୍ନୁ ଚରଣ ସ୍ବାଇଁଙ୍କ ଓ ଗୁରୁତର ହେଲେ ସେହି ଗ୍ରାମର ଶିବୁନ ବେହେରା ଓ…

ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶରଦ ପାୱାରଙ୍କ ପୁତୁରା ତଥା ଏନସିପିର ବରିଷ୍ଠ ନେତା ଅଜିତ ପାୱାର । ସେ ନିଜ ସହ ୨୫ରୁ ଅଧିକ ବିଧାୟକଙ୍କୁ ନେଇ ସେ ଏନଡିଏରେ ମିଶିଛନ୍ତି । ଆଜି ମହାରାଷ୍ଟ୍ର ରାଜନୀତିରେ…

ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ବଢ଼ୁଛି ବନ୍ୟାଜଳ

 ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ଆହୁରି ବଢ଼ୁଛି ବନ୍ୟାଜଳ ପ୍ରବେଶ ମାତ୍ରା । କଲମାର ସମସ୍ତ ଗେଟ୍ ଖୋଲାଥିବାବେଳେ ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୯୨ ହଜାର ୫୭୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ୩୫ ହଜାର ୧୫୯ ଘନଫୁଟ ଜଳ ବିଭିନ୍ନ କେନାଲ ଦେଇ ନିଷ୍କାସିତ…

କୃଷି ଓ କୃଷକଙ୍କ ପାଇଁ ବାର୍ଷିକ ଖର୍ଚ୍ଚ ୬.୫ ଲକ୍ଷ କୋଟି

ଦେଶରେ କୃଷି ଓ କୃଷକଙ୍କ ପାଇଁ ସରକାର ବର୍ଷକୁ ୬.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଶନିବାର ‘ଆନ୍ତର୍ଜାତିକ ସମବାୟ ଦିବସ’ ପାଳନ ଅବସରରେ ଭାଷଣ ଦେଇ ମୋଦୀ ଆହୁରି କହିଛନ୍ତି ଯେ ପିଏମ କିଷାନ ଯୋଜନା, ଏମ୍‌ଏସ୍‌ପି, ସାର ସବ୍‌ସିଡି…

ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ଜୀବିକା ସହାୟତା ପ୍ରଦାନ

ମତ୍ସ୍ୟଜୀବୀଙ୍କୁ ମିଳିବ ୨ ଗୁଣ ଜୀବିକା ସହାୟତା ରାଶି । ବିରଳ ଅଲିଭ ରିଡ଼ଲେଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ଉପକୂଳରେ ଲାଗୁ କରାଯାଉଥିବା ମାଛ ଧରା କଟକଣାରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ଜୀବିକା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

 ମହାପ୍ରଭୁଙ୍କ ଅଧରପଣା ନୀତି କାହିଁକି ଓ କିପରି ହୁଏ

ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର…

ହାଇକୋର୍ଟ ଗଲା ରତ୍ନଭଣ୍ଡାର ପ୍ରସଙ୍ଗ

ରତ୍ନଭଣ୍ଡାର ଖୋଲିବା ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି । ରିତନଭଣତଡାର ଖୋଲିବା,ମରାମତି ଓ ଗଣତି ନେଇ ପିଟିସନ ଦାଖଲ କରାଯାଇଛି । ୧୯୮୭ରେ ଯେପରୀ ଗଣତି ହୋଇଥିଲା ସେପରୀ କରିବାକୁ ଆବେଦନ । ଉଚ୍ଚସ୍ତରୀୟ…

ଆଜି ଓଟିଇଟି ପ୍ରଶ୍ନପତ୍ର ଭାଇରାଲ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ । ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା, ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଆଉ ୨୯ ମୃତଦେହ ଚିହ୍ନଟ 

ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ଡିଏନ୍‌ଏ ଟେଷ୍ଟ କରାଯାଇ ଏହିସବୁ ମୃତଦେହ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଆଜି ଏମ୍ସକୁ ଡକାଯାଇଛି। ସକାଳୁ ମୃତକଙ୍କ…