Odia News Portal

 ଆଜିଠୁ ୫ ଦିନ ବର୍ଷିବ

ମୌସୁମୀ ନିମ୍ନ ଚାପ ରେଖା ଆଜି (ମଙ୍ଗଳବାର) ରାଜସ୍ଥାନର ଗଙ୍ଗାନଗରରୁ ବାହାରି, ଦିଲ୍ଲୀ, ଆଲିଗଡ, ହମିରପୁର, ପ୍ରୟାଗରାଜ, ଡାଲଟନଗଞ୍ଜ, ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱର ଦେଇ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଅନ୍ୟପକ୍ଷରେ ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗର ଓ ଏହାର…

ସ୍ୱାମୀର କୋଦାଳ ମାଡରେ ସ୍ତ୍ରୀ ମୃତ

ପାରିବାରିକ କଲହରୁ ସ୍ବୀ କୁ ହତ୍ୟା କଲା ଜହ୍ଲାଦ ସ୍ୱାମୀ.. ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡି ଝରବାହାଲି ଗାଁରେ…. ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀ ମୃତ..ସୂଚନା ଅନୁଯାଇ ଆଜି ସକାଳୁ ଲମ୍ବୋଦର ନାଏକ ଙ୍କ ସ୍ତ୍ରୀ ବବି କଅଁର ତାଙ୍କ…

ପୁଣି ଅଶାନ୍ତ ହେଲା ବିଜେବି କଲେଜ

ପୁଣି ଅଶାନ୍ତ ହେଲା ବିଜେବି କଲେଜ । ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ନିଜ ଗୋଷ୍ଠୀରେ ସାମିଲ କରିବାକୁ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଥାନାରେ ପହଞ୍ଚିଛି । ୩ ଜଣ ଛାତ୍ରଙ୍କୁ କିଛି ବିଜୁ ଜନତା ଦଳର ଛାତ୍ର ଓ ଅଣଛାତ୍ର ମିଶି ଅଟକ ରଖିଥିବା…

ଦେଢ ମାସର ଝିଅକୁ ହତ୍ୟା କଲା ମାଆ

ଦେଢ ମାସର ଶିଶୁକନ୍ୟାର ତଣ୍ଟି ଚିପି ହତ୍ୟା କଲା ମାଆ । ଆଳି ଥାନା ପଦନୀପାଳ ଗାଁରେ ଝିଅକୁ ମାରିଦେବା ଅଭିଯୋଗ ହୋଇଛି । ଜେଜେମାଆ ଅଭିଯୋଗ ଆଧାରରେ ମାଆକୁ ଥାନାରେ ଅଟକ ରଖାଯାଇଛି ।

ଦୁର୍ଘଟଣାର ଶିକାର ହେଲେ କିଙ୍ଗ ଖାନ୍

ଦୁର୍ଘଟଣାର ଶିକାର ହୋଇଛନ୍ତି କିଙ୍ଗ ଖାନ୍ । ଆମେରିକାର ଲସ ଆଞ୍ଜେଲିସରେ ଶାହରୁଖ ଖାନ୍ ନିଜର ଆଗାମୀ ଫିଲ୍ମର ଶୁଟିଂ ବେଳେ ନାକରେ ଆଘାତ ଲାଗିଛି । ଯେଉଁ କାରଣରୁ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି । ଆହତ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରୁ ପ୍ରବଳ ରକ୍ତସ୍ରାବ ରୋକିବା…

କଳାହାଣ୍ଡି ଜିଲ୍ଲା ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ

କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି । ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି । କାର୍ଯ୍ୟକାରୀ ସଭାପତି ଭାବେ ହୋଇଛନ୍ତି ଦିବ୍ୟଶଙ୍କର ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ୭ ଜଣଙ୍କୁ ଉପସଭାପତି, ୮ ସାଧାରଣ ସମ୍ପାଦକ ଓ ୧୨ ସମ୍ପାଦକ…

ଗେଷ୍ଟ ହାଉସ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୁରୁଷ ବନ୍ଧୁ ଫେରାର

ଜଟଣୀ ଥାନା ଅନ୍ତର୍ଗତ ସୀତାରାମ ଛକ ସ୍ଥିତ କାହ୍ନା ଗେଷ୍ଟ ହାଉସ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବତୀ ହେଲେ ରଶ୍ମିତା ଜେନା। ତେବେ ଗତକାଲି ଅପରାହ୍ନରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ସ୍ମୃତିରଞ୍ଜନ ଜେନା ହୋଟେଲ ବୁକ୍‌ କରି ରହିଥିଲେ। ରାତି ୧୦ଟା ସମୟରେ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏହାସହ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କର ଗ୍ରାମ ଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ…

ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି, ୧୨୩ ଛାତ୍ର ଅସୁସ୍ଥ

କର୍ଣ୍ଣାଟକର ରାୟଚୁର୍ ଜିଲ୍ଲା ଅପ୍ନାପାଡୋଡ୍ଡି ଗାଁରେ ଏକ ସରକାରୀ ସ୍କୁଲ୍‌ରେ ମଲା ଝିଟିପିଟି ପଡ଼ିଥିବା ମଧ୍ୟାହ୍ନ ଭୋଜନ ଖାଇ ୧୨୩ ଛାତ୍ର ଅସୁସ୍ଥ ହୋଇଛନ୍ତି । ଝାଡ଼ା-ବାନ୍ତି ଓ ମୁଣ୍ଡବିନ୍ଧା ଅଭିଯୋଗ ପରେ ଛାତ୍ରମାନଙ୍କୁ ରାୟଚୁରର ୟାପାଲଦିନ୍ନି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ…

ଅଜିତ ପାୱାରଙ୍କ ବିଦ୍ରୋହ ପରେ ଶରଦ ପାୱାରଙ୍କ ବଡ ବୟାନ

ମହାରାଷ୍ଟ୍ର ରାଜନୀତିରେ ଗତ ୨୪ ଘଣ୍ଟାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୁତୁରା ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଚେକ୍ ଦେବା ପରେ ପୁଣି ଥରେ କମାଣ ସମ୍ଭାଳିଛନ୍ତି ଶରଦ । ସୋମବାର ସତାରାରେ ପ୍ରେସମିଟ କରି ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଶାସନ କ୍ଷମତାର…