Odia News Portal

ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ଅଦାଲତ ଏହି…

ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

ଜୁଲାଇରେ ଚନ୍ଦ୍ରାୟନ -୩ । ଜୁଲାଇ ୧୨ ରୁ ୧୯ ଭିତରେ ଲଞ୍ଚ ହେବ ଭାରତର ମୁନ ମିଶନ ଚନ୍ଦ୍ରାୟନ – ୩ । ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ନିର୍ଦ୍ଦିଷ୍ଟ ତାରିଖ କିଛି ଦିନ ପରେ ଘୋଷଣା ହେବ ବୋଲି ସେ କହିଛନ୍ତି । ତେବେ ଜୁଲାଇ ୧୩ ତାରିଖ ଦିନ ୨ଟା ୩୦ ସମୟରେ ଲଞ୍ଚ ହେବ ବୋଲି…

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଆସନ୍ତା ୮ ତାରିଖ ଯାଏଁ ପରୀକ୍ଷା ଚାଲିବ । ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଆଜି ଆରମ୍ଭ ହୋଇଛି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ସାରା ରାଜ୍ୟରେ ୮୦ଟି କେନ୍ଦ୍ର କରାଯାଇଛି। ଏଥର ୧ ହଜାର ୩୧୧ ଛାତ୍ରଛାତ୍ରୀ…

ଜେଲ୍ ଗଲେ କୁବେର ପ୍ରଶାନ୍ତ ରାଉତ

ଜେଲ୍ ଗଲେ ପୂର୍ବତନ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କୁବରେ ପ୍ରଶାନ୍ତ ରାଉତ । ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଜେଲ୍ ଗଲେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ୫ ଦିନିଆ ରିମାଣ୍ଡ ସରିବା ପରେ ଆଜି କୋର୍ଟରେ ହାଜର ହୋଇଥିଲେ । ରିମାଣ୍ଡ ବେଳେ ପ୍ରଶାନ୍ତଙ୍କ…

ଆଗକୁ ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ

ଆଗକୁ ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି । …

ଯୁବତୀଙ୍କୁ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ

ସବୁ ସୀମା ଟପି ଯାଇଛି ବର୍ବରତା । ଉତ୍ତର ପ୍ରଦେଶର ଫତେହପୁରରେ ଜଣେ ହିନ୍ଦୁ ଯୁବତୀଙ୍କୁ କାର୍ ମଧ୍ୟରେ ଗଣଦୁଷ୍କର୍ମ କରାଯାଇଥିବାର ଖବର ସାମ୍ନାକୁ ଆସିଛି । ପୀଡିତା ଯୁବତୀ କହିଛନ୍ତି ତାଙ୍କୁ ଆବାସ ଯୋଜନାର ଲାଭ ଦେବା ଲାଗି ଅଭିଯୁକ୍ତ ମୋ ଅନିସ୍ ଓ ମୋ ଶମି ନାମକ ୨ ଜଣ ଯୁବକ ପାଖକୁ…

ମୋଦିଙ୍କ ଘର ଉପରେ ଉଡିଲା ଡ୍ରୋନ୍‌,ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ନୂଆଦିଲ୍ଲୀ ସ୍ଥିତ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ଆଜି ଭୋର ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍‌ ଉଡ଼ୁଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ‌ଏନେଇ SPG, ଦିଲ୍ଲୀ ପୋଲିସ୍‌କୁ ସୂଚନା ଦେବା ପରେ ବରିଷ୍ଠ…

ଜୀବନ ବଞ୍ଚାଇଦେଲେ ସିଦ୍ଧାନ୍ତ

ଦୁର୍ଘଟଣାର ଶିକାର ପରେ ଆହତ ବ୍ୟକ୍ତି କେତେ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଆହତ ଯେତେ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେବେ ସେତେ ଶୀଘ୍ର ବିପଦମୁକ୍ତ ହେବେ । ଆଉ ଏହି ସମୟକୁ ଗୋଲଡ଼େନ ଆୱାର କୁହାଯାଏ । ଏପରି ଏକ ଗୋଲଡ଼େନ ଆୱାରରେ ଜଣଙ୍କ ଜୀବନ ବଞ୍ଚାଇ…

ପୁରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ

ଓଡିଶା ପୋଲିସର ଦକ୍ଷ ରଣନୀତି ତଥା ଦୂରଦୃଷ୍ଟି ଯୋଗୁଁ ଚଳିତବର୍ଷର ପୁରୀ ବିଶ୍ବ ପ୍ରସିଦ୍ଦ ଘୋଷଯାତ୍ରା ବେଶ ସୁରୁଖୁରୁରେ ସମ୍ପଣ୍ନ ହୋଇଯାଇଛି।ପ୍ରାୟ ୨୫ ରୁ ୩୦ଲକ୍ଷ ଲୋକକୁଂ ନେଇ ଅନୁଷ୍ଠିତ ଏହି ଯାତ୍ରାରେ ଆଇନଶୃଂଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ଯା ଗୁଳୁଗୁଳିରୁ ବଂଚିବା…

ପୁଣି ମଣିପୁରରେ ବହିଲା ରକ୍ତ ନଦୀ

ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଗତକାଲି ୪ ଜଣଙ୍କୁ ନିର୍ମମ ହତ୍ୟା କରିଛନ୍ତି। ବିଷ୍ଣୁପୁର-ଚୁରଚାନ୍ଦପୁର ସୀମାନ୍ତରେ ଏହି ବର୍ବର କାଣ୍ଡ ଘଟିଛି। ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ କାଟି ଦିଆଯାଇଥିବା ସୂଚନା ମିଳିଛି। …