Odia News Portal

ଆଗାମୀ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ସତର୍କତା

ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ତା’ପୂର୍ବରୁ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ସତର୍କ କରାଯାଇଛି । ପୁରୀ, ଖୋର୍ଦ୍ଧା (ଭୁବନେଶ୍ବର), ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି…

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ପାରିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି। ସେହିଭଳି ମୁଖ୍ୟମନ୍ତ୍ରୀ…

ସହରରେ ପଶିଲେଣି ହାତୀ; ଶିଖରଚଣ୍ଡୀ ପାହାଡ଼ ନିକଟରେ କରୁଛନ୍ତି ଉତ୍ପାତ

ଡ୍ୟୁଟିରେ ଅଛନ୍ତି ବନ କର୍ମଚାରୀ। ମାତ୍ର ଜଙ୍ଗଲ ମାଟି ମାଡ଼ୁନାହାନ୍ତି। କେଉଁ ବାଟରେ ଶିକାରୀ ଜଙ୍ଗଲକୁ ପଶୁଛନ୍ତି ତାହା ଉପରେ କାହାର ଦୃଷ୍ଟି ନାହିଁ। ହାତୀ, ବାଘ, ଭାଲୁ କୁଆଡ଼େ ଗଲେ, କାହାକୁ ମାରିଲେ ତାହା ଉପରେ ମଧ୍ୟ ସେମାନଙ୍କର ନଜର ନାହିଁ। ନିଜ ସୁରକ୍ଷା ଦାବିରେ ବନ କର୍ମଚାରୀମାନେ…

୪ ଦୁଷ୍କର୍ମୀଙ୍କୁ ଆଜୀବନ

ଡକାୟତି ଓ ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କୁ ଆଜୀବନ ଜେଲ । ୪ ଦୋଷୀଙ୍କୁ ଆଜୀବନ ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ୍ । ୨୦୧୬ରେ ସଦର ଥାନା ଅଞ୍ଚଳରେ ଲଚଟ ଓ ଦୁଷ୍କର୍ମ ମାମଲାରେ ଦଣ୍ଡ । ଘରେ ପଶି ଲୁଟ କରି ମହିଳାଙ୍କୁ ଉଠାଇ ନେଇ ଜଣଦୁଷ୍କର୍ମ କରିଥିଲେ । ୨ନାବାଳକ ପିଲାଙ୍କ ସାମନାରୁ ଉଠାଇ ନେଇ…

ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ : ଏ ଯାଏଁ ଉପାସରେ ଶ୍ରୀଜିଉ

ବିଗତ ଦିନରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା ସଂପର୍କରେ ଅନେକ ଅବଗତ ହୋଇଥିବେ। ଆଜି ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି । ମଙ୍ଗଳ ଆଳତି, ଅବକାଶ ପରେ ନୀତି ଆଗକୁ ବଢ଼ିନାହିଁ। ତେଣୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମହାପଭୁ ଉପାସରେ ଅଛନ୍ତି । ଗୋପାଳବଲ୍ଲଭ…

ମହିଳାଙ୍କୁ ଟାଣିନେଲା କୁମ୍ଭୀର

ବାସନ ମାଜିବା ବେଳେ ମହିଳାଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର । ରାଜନଗର ଥାନା ଚାନ୍ଦିବାଉଂଶମୂଳ ହାତିଆଗଡି ଗାଁରେ ଏହିଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । କେନାଲରେ ବାସନ ମାଜିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଗ୍ରାମବାସୀଙ୍କ ପକ୍ଷରୁ କେନାଲରେ ମହିଳାଙ୍କୁ…

ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରିଲା ଯାଜପୁର ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ

ଯାଜପୁର ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଏଗାର ଦଫା ଦାବି କୁ ନେଇ ଏକ ପ୍ରତିବାଦ ସଭା ବିଦ୍ୟାଧର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବହୁ ପୂର୍ବରୁ ବିଦ୍ୟୁତ୍ ବିଭାଗ ଏହା ପ୍ରତି…

ମଣିପୁର ହିଂସା : ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପିର ୯ ବିଧାୟକ

ମଣିପୁର ହିଂସା ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି ହିଂସାକାଣ୍ଡ । ମିଳିଥିବା ସୂଚନା ଅନୁସାରେ, ଏବେ ବି ଦୁଇଟି ସ୍ଥାନରେ ଗୁଳିମାଡ ଜାରୀ ରହିଛି । ପୂର୍ବ ମଣୀପୁରରେ ଥଂଗଜିଙ୍ଗ୍ ନାମକ ସ୍ଥାନରେ ଗତକାଲି ରାତି ପ୍ରାୟ ୧୧ଟା ୪୫ରେ ୧୫ରୁ ୨୦ ରାଉଣ୍ଡ ଗୁଳିମାଡ…

ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଇଡି ଚଢାଉ

ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀ ସୁରଜ ଚାବନ,  ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକରଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। କୋଭିଡ ସମୟରେ ଲାଇଫଲାଇନ କମ୍ପାନୀ ଅଧୀନରେ ହୋଇଥିବା କେତେକ ଦୁର୍ନୀତି ପାଇଁ…

 ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ମନ୍ଦିର ଅଭିମୁଖେ ବାହାରି ସାରିଲେଣି ମହାପ୍ରଭୁ ଜଗନ୍ନାଥ । ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡ ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ…