ରବି ସିହ୍ନା ରିସର୍ଚ୍ଚ ଆଣ୍ଡ ଆନାଲିସିସ ଉଇଙ୍ଗର ନୂଆ ମୁଖ୍ୟ ନିଯୁକ୍ତ
ଭାରତର ବୈଦେଶିକ ଗୁଇନ୍ଦା ସଂସ୍ଥା- ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଉଇଙ୍ଗ୍ – ଆରଏଡବ୍ଲୁର ନୂଆ ମୁଖ୍ୟ ଭାବେ ୧୯୮୮ ବ୍ୟାଚ ଛତିଶଗଡ଼ କ୍ୟାଡର ଆଇପିଏସ ଅଫିସର ରବି ସିହ୍ନାଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ରବି ସିହ୍ନା ସାମନ୍ତ କୁମାର ଗୋୟଲଙ୍କ ସ୍ଥାନ ନେବେ । ରବି ସିହ୍ନା!-->…
