ମମତା ସରକାରଙ୍କୁ ‘ସୁପ୍ରିମ୍’ ଝଟକା
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ମାମଲାରେ ମମତା ବାନାର୍ଜୀ ସରକାରକୁ ବଡ଼ ଝଟକା ଲାଗିଛି । କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ପାଇଁ କଲିକତା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ନିର୍ବାଚନ ଆୟୋଗ ଓ ମମତ ସରକାର କରିଥିବା ଆବେଦନକୁ!-->…
