Odia News Portal

ପାକିସ୍ତାନକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ: ‘ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର’ ‘ସ୍ବଦେଶୀ’ ଆପଣାଇବାକୁ…

ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଭବିଷ୍ୟତରେ ଯେକୌଣସି ଆତଙ୍କୀ କାର୍ଯ୍ୟର ନିର୍ଣ୍ଣାୟକ ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ଉତ୍ତରପ୍ରଦେଶର ବାରାଣସୀରେ ଉଦ୍‌ବୋଧନ ଦେଇ ମୋଦୀ ଘୋଷଣା କରିଛନ୍ତି,…

ଆଖିବୁଜିଲେ ବଳଙ୍ଗା ପୀଡ଼ିତା: ୬ଟା ୨୨ରେ ପ୍ରାଣବାୟୁ ଉଡ଼ିଗଲା

ଶେଷରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍‌ସରେ ଆଜି ସନ୍ଧ୍ୟା ୬ଟା ୨୨ରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ଆସନ୍ତାକାଲି ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଓଡ଼ିଶା ଆସିବ। ଖବର ପ୍ରକାଶ ପାଇବା ପରେ ପୀଡ଼ିତାଙ୍କ ଘର…

ବିଜେପିର ନୂଆ ଟିମକୁ  ନେଇ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା

ନୂଆ ଟିମ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଯେଉଁ ଦିନ କେନ୍ଦ୍ର ସଭାପତି ଘୋଷଣା ହେଇଯିବ, ତାପରେ ଟିମ ଓଡ଼ିଶା ଘୋଷଣା ହବ l ଏହା ହଉଛି ଦଳର ସମ୍ଭିଧାନିକ ବ୍ୟବସ୍ଥା l ତାପରେ ଚୂଡାନ୍ତ ହବ ନିଗମ ବୋର୍ଡ l ଖୁବ ଶୀଘ୍ର ଠିକ ସମୟରେ ଘୋଷଣା ହବ l

ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ପି.ଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟଯେ,…

ବିବାଦରେ ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ

ଭାରତର ଜଣେ ଆଧ୍ୟାତ୍ମିକ ଗୁରୁ ଓ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ଏବେ ଏକ ବିବାଦରେ ଫସିଯାଇଛନ୍ତି । ଲିଭ୍-ଇନ୍ ସମ୍ପର୍କ ଉପରେ ତାଙ୍କର ଏକ ବକ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ, ଏହାକୁ ନେଇ ଦେଶବ୍ୟାପୀ ଭାବେ ତୀବ୍ର ସମାଲୋଚନା ହେଉଛି । ଏହି ଭିଡିଓରେ ଅନିରୁଦ୍ଧାଚାର୍ଯ୍ୟ…

ରାଜା ଚକ୍ରଙ୍କୁ ଜାମିନ : ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ରାଜା ଚକ୍ର

ରାଜା ଚକ୍ରଙ୍କୁ ମିଳିଲା ଜାମିନ। କେନ୍ଦୁଝର କୋର୍ଟରେ ଚାଲିଥିବା ମାମଲାରେ ୧୫ ଦିନ ପାଇଁ ସର୍ତ୍ତମୁଳକ ଜାମିନ ପ୍ରଦାନ କଲେ ଜିଲ୍ଲା ଦୌରାଜଜ୍ । ଶଶୁରଙ୍କ ମୃତ୍ୟୁ ପରେ ତାଙ୍କର କ୍ରିୟାକର୍ମରେ ଯୋଗ ଦେବାପାଇଁ ଜାମିନ ମଞ୍ଜୁର  ।   କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଜାମିନ ଅବଧି ପରେ…

ଉତ୍କଳ ବିଶ୍ବବିଦ୍ୟାଳୟରେ ମହିଳା କର୍ମଚାରୀଙ୍କୁ ମାନସିକ ନିର୍ଯାତନା : ନିର୍ଯାତନା ଦେଉଥିବା ନେଇ ମହିଳା କର୍ମଚାରୀ…

ଉତ୍କଳ ବିଶ୍ବବିଦ୍ୟାଳୟରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା । ପ୍ରମୁଖ ପଦବିରେ ଥିବା ଜଣେ ମହିଳା ଅଧିକାରୀ ମାନସିକ ନିର୍ଯାତନା ଦେଉଥିବା ନେଇ ମହିଳା କର୍ମଚାରୀ ଜଣକ ଅଭିଯୋଗ ଆଣିଛନ୍ତି । ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ନିକଟରେ ଏନେଇ ମହିଳା ଜଣକ…

ପ୍ରଳପ କରୁଛନ୍ତି ଟ୍ରମ୍ପ୍‌ : ଭାରତ ରୁଷ୍‌ଠାରୁ ତେଲ କିଣୁନି ‌ବୋଲି ଟ୍ରମ୍ପ୍‌ ଶୁଣିବାକୁ ପାଇଲେ

ନୂଆଦିଲ୍ଳୀ: ସତରେ କଣ ଟ୍ରମ୍ପଙ୍କ ବାଚଳାମି ବଢିବାରେ ଲାଗିଛି ? କାରଣ ଆମେ ଏଇଥିପାଇଁ କହୁଛୁ ଯେ ଟ୍ରମ୍ପ ପୁଣି ଏକ ଦାବି କରିଛନ୍ତି ଭାରତର ତେଲ କିଣିବାକୁ ନେଇ । ଯାହାର କିଛି ସତ୍ୟତା ନାହିଁ । ଟ୍ରମ୍ପ ଦାବି କରି କହିଛନ୍ତି, ‘ମୁଁ ଶୁଣିବାକୁ ପାଇଲି ଯେ ଭାରତ…

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ଆସିବ ପିଏମ୍ କିଷାନ କିସ୍ତି, ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦୀ

ଚାଷୀଙ୍କ ପାଇଁ ଖୁସି ଖବର । ଆଜି ମୋଦୀ ପଠାଇବେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା । ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା । ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଖୁସିର ଦିନ । ପିଏମ କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା…

ଆଡ଼ିବନ୍ଧ ପାଇଁ ୨୭୩୮ କୋଟି: ୫ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’କୁ ତୃତୀୟ ପର୍ଯ୍ୟାୟରେ ପୁଣି ସମ୍ପ୍ରସାରଣ କରାଯାଇଛି। ଏଥର ପାଞ୍ଚ ବର୍ଷ ପାଇଁ ଅର୍ଥାତ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୨୭୩୮ କୋଟି ଟଙ୍କା ବରାଦ କରାଯାଇଛି। ଆଜି କ୍ୟାବିନେଟ୍‌ ବୈଠକରେ ଏହି ଯୋଜନାରେ ମୋହର ବାଜିଛି। ପାଞ୍ଚ…