ବିଜେଡିର କାରଣ ଦର୍ଶାଅ ନୋଟିସ୍: ଉତ୍ତର ରଖିଲେ ବିଧାୟକ
ଗତ ୧୬ ତାରିଖ ଦିନ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡିର କାରଣ ଦର୍ଶାଅ ନୋଟିସ୍ପ୍ରସଙ୍ଗରେ ଦଳୀୟ ବିଧାୟକମାନେ ଉତ୍ତର ରଖିଛନ୍ତି। ବିଜେଡିର ବାଙ୍କୀବିଧାୟକ ଦେବୀ ରଂଜନ ତ୍ରିପାଠୀ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ କାମ କରେ ନାହିଁ। ତେଣୁ ଏହି…
