ଆସନ୍ତା ସୋମବାର ପଯ୍ୟନ୍ତ ଶ୍ରୀମନ୍ଦିର ଶୁଣାଣୀ ଘୁଂଚିଲା
ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଶୁଣାଣି ମାମଲା ଘୁଂଚିଲା। ଆସନ୍ତା ସୋମବାର ପୁଣି ଶୁଣାଣି ନେଇ ଧାର୍ଯ୍ୟ କରାଯାଇଛି । ଆମିକ ସକ୍ୟୁରୀ ୭ ଦିନ ସମୟ ମାଗିବାରୁ ଶୁଣାଣି ଘୁଂଚିଲା । ଶ୍ରୀମନ୍ଦିର ପରିଚାଳନା କମିଟିର ସତ୍ୟପାଠ ଆଜି ପାଇଥିବା କହିଲେ,ଅନୁଧ୍ୟନ ପାଇୂଁ ୭ ଦିନ ସମୟ ଲାଗିବ!-->…
