ଦେଶର ସବୁଠାରୁ ବଡ ଛେଳି,ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଛେଳି ପାଳନ ଏକ ଲାଭଦାୟକ ଚାଷ । ଆଜିକା ସମୟରେ ଅନେକ ଜଣ ଛେଳି ପାଳନ କରି ଆତ୍ମନିର୍ଭର ହୋଇପାରୁଛନ୍ତି । ତେବେ ଆପଣ ୫ କିଲୋ, ୧୦ କିଲୋ କିମ୍ବା ୨୦ କିଲେ ଓଜନର ଛେଳି ଦେଖିଥିବେ । ଭାବୁଥିବେ ଛେଳିର ଓଜନ ସେତିକି । କିନ୍ତୁ ଆଜି ଆମେ ଯେଉଁ ଛେଳି ବିଷୟରେ କହିବାକୁ ଯାଉଛୁ ତାର ଓଜନ ଶୁଣିଲେ!-->…
