କେନ୍ଦ୍ରାପଡ଼ାରେ ହେବ ବିଶ୍ବର ବୃହତ ଷ୍ଟିଲପ୍ଲାଣ୍ଟ
କେନ୍ଦ୍ରାପଡ଼ାରେ ହେବ ବିଶ୍ବର ବୃହତ ଷ୍ଟିଲ୍ ପ୍ଲାଣ୍ଟ । ଯେତେ ଶୀଘ୍ର ଲୋକେ ସହଯୋଗ କରିବେ ସେତେଶୀଘ୍ର ଷ୍ଟିଲ୍ ପ୍ଲାଣ୍ଟ ହେବ ବୋଲି କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଖୁବଶୀଘ୍ର ମାର୍ଶାଘାଇରୁ ଜମ୍ବୁ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ହେବ । ଏଥିପାଇଁ ୧୦୦!-->…
