Odia News Portal

ରାଜ୍ୟରେ ଦିନକରେ ୩୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ସକ୍ରିୟ ସଂକ୍ରମିତ ସଂଖ୍ୟା ୧୫୦୫କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା

ବରଗଡ଼ ଜିଲ୍ଲା ସୋହେଲା ଅଞ୍ଚଳରେ ଚାଞ୍ଚଲ୍ୟ। ବୁଡ଼ାମାଲରେ ଜଣେ ଯୁବକଙ୍କ ଯୌନାଙ୍ଗକୁ କାଟି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ଯୁବକଜଣକ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ କାର୍ୟ୍ୟ ବେଳେ ଗ୍ରାମବାସୀ ଯୁବକଙ୍କ ଯୌନାଙ୍ଗ କାଟିଦେଇଥିବା କୁହାଯାଉଛି। ଏବେ ବି ବିଲରେ ଯୁବକର ମୃତଦେହ…

ନୂଆପଡାରେ ଧରାପଡିଲା ବାଘ

 ବାଘକୁ କାବୁ କଲା ବନ ବିଭାଗ । ନୂଆପଡ଼ା ସିଲିଆରିବାହାରା ଗାଁରେ ବୁଲୁଥିବା କଲରାପତରିଆ ବାଘକୁ ବନ ବିଭାଗ କାବୁ କରିଛି । ବାଘଟି ଅସୁସ୍ଥ ହୋଇପଡିଥିବାରୁ ଧରାପଡିଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତିି । ଆଜି ସକାଳୁ ଗାଈକୁ ଶିକାର କରି ଖାଇବା ବରେ ବାଘ ଆଉ ଜଙ୍ଗଲକୁ ଯାଇପାରିନଥିଲା…

ଆଜିଠୁ ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଆଜିଠୁ ରାଜ୍ୟରେ ବଦଳିବ ପାଗ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ଆଶ୍ବସ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ପୂର୍ବ ଝାଡଖଣ୍ଡରୁ ବାହାରି ଓଡ଼ିଶା ମଧ୍ୟଦେଇ ସୃଷ୍ଟି ହୋଇଥିବା ନିମ୍ନ ଚାପରେଖା ଏବଂ ଗୁରୁଚାପବଳୟ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪୩ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। କଂଗ୍ରେସ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଲକ୍ଷ୍ମଣ ସାବଦୀଙ୍କୁ ଆଠାନି ଆସନରୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ କୋଲାର ଆସନରୁ କୋଥୁରଜୀ…

ସମ୍ବଲପୁର ଗଲେ ଡିଜିପି

ସମ୍ବଲପୁର ଅଭିମୁଖେ ପୋଲିସ ଡିଜି ସୁନୀଲ ବଂଶଲ । ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡା ମଧ୍ୟ ଗଲେ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଗଲେ ୩ ଅଧିକାରୀ ଏବଂ ସ୍ଥିତିକୁ ମଧ୍ୟ ସୀକ୍ଷା କରିବେ ।

ଗହିରମଥାରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ

ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ବିରଳ ଅଲିଭି ରିଡେଲ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା । ଏକ ସପ୍ତାହ ଧରି ଅଲିଭି ରିଡେଲ କଇଁଛ ମାନେ ଗହିରମଥାର ବାବୁବାଲି ଓ ନାଶି – ୨ରେ ସମୂହ ଅଣ୍ଡାଦାନ କରିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୧ ହଜାର ଅଧିକ କଇଁଛ…

ସଇଁନ୍ତଲା ରେଲୱେ ଷ୍ଟେସନ ନିକଟରେ ଭୟାବହ ଅଗ୍ନିକାଣ୍ଡ

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଲୱେ ଷ୍ଟେସନରୁ ଠିକ ଦୁଇଶହ ମିଟର ଦୁରରେ ଥିବା ସିଲେଟପଡା ରେଲୱେ ଷ୍ଟେସନ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି।ଅନେକ ଦିନ ଧରି ଏଲଏନଟି କମ୍ପାନୀ ସଇଁନ୍ତଲା ରେଲୱେ ଷ୍ଟେସନ ନିକଟରେ କାମ କରୁଥିବା ନେଇ ସଇଁନ୍ତଲା ସିଲେଟ ପଡ଼ା ଠାରେ କେବୁଲ ପାଇପ, ସହ…

ବିଜେଡି ଟିକେଟ୍ ନେଲେ ପ୍ରାର୍ଥୀ ଦୀପାଳି ଦାସ

ନବୀନ ନିବାସରୁ ଟିକେଟ ନେଇ ଫେରିଲେ ଦୀପାଳି ଦାସ । ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ନେବା ସହ ନବୀନ ପଟ୍ଟନାୟକଙ୍କୁ ଗୌରବାନ୍ବିତ କରିବେ ବୋଲି କହିଛନ୍ତି ଦୀପାଳି । ବିଜୟ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଥିବା କହିଛନ୍ତି ଦୀପାଳି । ଯେଉଁମାନେ କହୁଛନ୍ତି ଝାରସୁଗୁଡ଼ାର ବିକାଶ ହୋଇନି ସେମାନେ…

ଆଜି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ଭୋଟ୍

ଆଜି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପରିଷଦର ମୋଟ ୨୫ ସଦସ୍ୟ ପଦବୀ ପାଇଁ ମତଦାନ ହେବ । ଏହି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ମୋଟ ୩୪ ହଜାର ୯୦୮ ଜଣ ଆଇନଜୀବୀ ଭୋଟ ଦେବେ । ପରିଷଦର ୨୫ଟି…