ଓଡିଆରେ ହେବ ଏସ୍ଏସ୍ସି ଏମ୍ଟିଏସ୍ ପରୀକ୍ଷା
ସିଏପିଏଫ୍ ଭଳି ଏସ୍ଏସ୍ସି ଏମ୍ଟିଏସ୍ ପରୀକ୍ଷା ବି ୧୩ଟି ଆଞ୍ଚଳିକ ଭାଷାରେ ହେବ । ଏସ୍ଏସ୍ସି ଏମ୍ଟିଏସ୍ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ ଷ୍ଟାଫ୍ । ଓଡିଆ ସହ ୧୩ଟି ଆଞ୍ଚଳିକ ଭାଷାରେ ହେବ ଲିଖିତ ପରୀକ୍ଷା । ଇଂରାଜୀ, ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରିବାକୁ!-->…
