‘ଖରା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ, ଅଭିଯୋଗ ଥିଲେ ଟୋଲ ଫି ନମ୍ବରରେ ଯୋଗାଯୋଗ କରନ୍ତୁ’
ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗରମ ହେବା ଆରମ୍ଭ ହୋଇ ଯାଇଥିବା ବେଳେ ଏହାକୁ ନେଇ ଚିନ୍ତା ବୃଦ୍ଧି ପାଇଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ବଭିନ୍ନ ସୁବିଧା କରାଯାଉଛି।
ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ମତ ରଖି କହିଛନ୍ତି କି, ‘ଖରା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତି!-->!-->!-->…
