ପୋଲିସ ଏଏସ୍ଆଇଙ୍କୁ ୫ ବର୍ଷ ଜେଲ
ଭିଜିଲାନ୍ତ୍ର ମାମଲାରେ ପୂର୍ବତନ ପୋଲିସ ଏଏସ୍ଆଇଙ୍କୁ ୫ବର୍ଷ ଜେଲ ଦଣ୍ଡ । ଖୋର୍ଦ୍ଧା ଟାଉନ ଥାନାର ପୂର୍ବତନ ଏଏସ୍ଆଇ ଲକ୍ଷ୍ମିଧର ପଣ୍ଡାଙ୍କୁ ଜେଲ ଦଣ୍ଡ ଦିଆଯାଇଛି । ୨ଟି ମାମଲାରେ ଯଥାକ୍ରମେ ୩ ବର୍ଷ ଓ ୨ ବର୍ଷ ଜେଲ ଦଣ୍ଡାଦେଶ । ଜେଲ ସହ ୫ହଜାର ଜରିମାନା କଲେ ଭୁବନେଶ୍ୱର ଭିଜିଲାନ୍ତ୍ର!-->…
