Odia News Portal

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା

ସୁନ୍ଦରଗଡ଼ରେ ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ । କିଂଜିରକେଲା ଥାନା ଅନ୍ତର୍ଗତ କୁଲବା ଅଡ଼ାପଡାରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ହଳଧର ଭୋଇ । ଏହି ଘଟଣାରେ କିଞ୍ଜିରିକେଲା ଥାନା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ…

ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲର ରୂପାନ୍ତର ହେବ-ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବି ସୂର୍ୟ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁର ରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବି ଶୂର୍ୟ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର…

ବିଜେପି ନୂଆ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମହୋନ ସାମଲଙ୍କୁ ରବିବାର ଅପରାହ୍ଣରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ପକ୍ଷରୁ ଆୟୋଜିତ ଭବ୍ୟ ସମା‌େରୋହରେ ଦଳୀୟ କର୍ମୀମାନେ ନୂତନ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି। ଶ୍ରୀ ସାମଲଙ୍କୁ ସ୍ୱାଗତ ପାଇଁ…

ଗୁରୁଜଙ୍ଗରେ ହେବ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର

ଖୋର୍ଦ୍ଧା ପୌର ପରିଷଦ ଅଧୀନ ଗୁରୁଜଙ୍ଗଠାରେ ଏକ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର ପ୍ରତିଷ୍ଠା ହେବ। ଏନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରାଥମିକ ଚରଣରେ ପ୍ରାୟ ୧୬ଲକ୍ଷ ଟଙ୍କାର ବଜେଟ୍ ଅନୁଦାନ ଦେଇଛି। ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରେ ବନ୍ଦ ହୋଇଯାଇଥିବା…

ସହରରେ ବୁଲିଲେ ୧୨ ହାତୀ

ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ସହରରେ ବୁଲିଲେ ୧୨ଟି ହାତୀ । ଖାଦ୍ୟ ଅନ୍ୱେଷଣଣେ ଏହି ହାତୀ ପଲ ସହର ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି। ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସହରବାସୀଙ୍କ ନିଦ ହଜି ଯାଇଥିଲା। ସେମାନେ ଭୟଭୀତ ହୋଇଯାଇଥିଲେ।ସହର ଭିତରେ ହାତୀ ବିଚରଣ କରୁଥିବା ଖବର ପାଇ…

ଟ୍ବିଟର ବାୟୋ ବଦଳାଇଲେ ରାହୁଲ ଗାନ୍ଧୀ, ଲେଖିଲେ ‘ଅଯୋଗ୍ୟ ସାଂସଦ’

ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟରରେ ନିଜ ବାୟୋ ବଦଳାଇଛନ୍ତି । ସେ ଏବେ ନିଜ ବାୟୋରେ ନିଜକୁ ‘ଡିସକ୍ବାଲିଫାଏଡ୍ ଏମପି’ ବା ଜଣେ ଅଯୋଗ୍ୟ ସାଂସଦ ବୋଲି ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ…

ନନ୍ଦନକାନନରେ ରୋପ୍‌‌ୱେ ଏପ୍ରିଲରୁ ହେବ କାର୍ୟ୍ୟକ୍ଷମ

ଆଗାମୀ ଏପ୍ରିଲ ମାସରେ ରୋପ୍‌‌ୱେ ଚାଲିବ। ଏଥି ନିମନ୍ତେ ରୋପ୍‌‌ୱେ କର୍ମଚାରୀମାନେ ପର୍ୟ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍‌‌ଡ୍ରିଲ କରାଯାଇଛି। ଦୁର୍ଘଟଣା ଘଟିଲେ କିପରି ରୋପ୍‌‌ୱେରେ ଯାତାୟାତ କରୁଥିବା ପର୍ୟ୍ୟଟକମାନଙ୍କୁ ଉଦ୍ଧାର…

ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ୧,୮୯୦ ନୂଆ ମାମଲା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ‌। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରବିବାର ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୮୯୦ ନୂଆ ମାମଲା ରିପୋର୍ଟ ହୋଇଛି ଯାହାକି ପୂର୍ବ ଦିନ ଅପେକ୍ଷା ଅଧିକ । ଗତକାଲି ୧,୫୯୦ ମାମଲା ଆସିଥିଲା । ଭାରତର ମୋଟ…

ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ବାରାଣସିର ଏକ ହୋଟେଲ ରୁମରୁ ଭୋଜପୁରୀ ଅଭିନେତ୍ରୀ ତଥା ମଡେଲ ଆକାଂକ୍ଷା ଦୁବେଙ୍କ ମୃତଦେହ ମିଳିଛି । ବାରାଣସିର ସାରନାଥ ସ୍ଥିତ ସୌମେନ୍ଦ୍ର ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ଆକାଂକ୍ଷାଙ୍କ ମୃତଦେହ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ…

କୋଚିରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । କେରଳ କୋଚିରେ ଭାରତୀୟ କୋର୍ଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଯାଞ୍ଚ କରୁଥିବା ସମୟରେ ALH ଧ୍ରୁବ 25 ଫୁଟ ଉଚ୍ଚରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 3ଜଣ ଥିଲେ । ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଦ୍ଧାରକାର୍ଯ୍ୟ ଜାରି…