Odia News Portal

ରେଳବଗିରୁ ଗଞ୍ଜେଇ ଜବତ : ୩ ଗିରଫ

ସମ୍ବଲପୁର ଦେଇ ଯାତାୟାତ କରୁଥିବା ଇସ୍ପାତ ଏକ୍ସପ୍ରେସ ରେଳଗାଡିର ଏକ ଏସି ବଗିରୁ ୪୦ କେଜି ଗଞ୍ଜେଇ ଜବତ କରାଯାଇଛି। ସମ୍ବଲପୁର ଷ୍ଟେସନ ଠାରେ ଇସ୍ପାତ ରେଳଗାଡିର ରହଣି ସମୟରେ ଏସି ବଗିରେ ବିହାର ଓ ଉତ୍ତର ପ୍ରଦେଶ ଅଞ୍ଚଳର ୩ ଜଣ ଗଞ୍ଜେଇ ମାଫିଆ ଅତି ଚତୁରତାର ସହିତ ଗଞ୍ଜେଇ ଚାଲାଣ କରୁଥିବାର…

ବଢ଼ିଲା ଇପିଏଫ୍ ସୁଧହାର 

ସୁଧହାର ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫ୍ଓ । ଇପିଏଫ୍ଓ ୨୦୨୨-୨୩ ବର୍ଷ ପାଇଁ କର୍ମଚାରୀଙ୍କ ପିଏଫ୍ ସୁଧହାର ୮.୧୫%କୁ ବୃଦ୍ଧି କରିଛି । କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨୦୨୨-୨୩…

ବିଧାନସଭାରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ

ବିଧାନସଭା ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ ଦଳ ନେତା । ୨୦୧୭ରେ ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା । କମିଟି ବୈଠକ କେବେ ବସିଥିଲା ଓ କମିଟି କଣ ପ୍ରସ୍ତାବ ଦେଇଛି । ନିୟୋଜିତ ୫ ବରିଷ୍ଟ…

ନିଜକୁ ଗୁଳିମାରି ଜୀବନ ହାରିଲେ ସିଆରପିଏଫ୍ ଯବାନ

ଜଣେ କର୍ତ୍ତବ୍ୟରତ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଥିବା ଖବର ମିଳିଛି। ମୃତ ସିଆରପିଏଫ୍ ଯବାନଙ୍କ ନାଁ ପ୍ରସନ୍ନଜିତ ପାଲ(୨୭)। ତାଙ୍କ ଘର ପଶ୍ଚିମବଙ୍ଗରେ। ସେ ସି/୧୮୯ ବାଟାଲିୟନର ଯବାନ ବୋଲି ଜଣାଯାଇଛି। ପ୍ରସନ୍ନଜିତ ଝାରବନ୍ଧ ବ୍ଲକ୍ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ…

ଦେଶର ୩୫ଟି ସହରରେ କଂଗ୍ରେସର ଆନ୍ଦୋଳନ

ଆଜି ଏବଂ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଦେଶର ବଡ ବଡ ୩୫ ସହରରେ ପ୍ରତିବାଦ କରାଯିବ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ବିଭିନ୍ନ ସହରକୁ କଂଗ୍ରେସର ପ୍ରମୁଖ ନେତା ମାନେ ଯିବେ । ଆଉ ଆନ୍ଦୋଳନରେ ସାମିଲ ହେବେ । ଆସନ୍ତାକାଲି ଭୁବନେଶ୍ୱର ସମେତ…

ଧର୍ମେନ୍ଦ୍ରଙ୍କୁ ମୁକାବିଲା କରିବାକୁ ବବିଙ୍କୁ ଦାୟିତ୍ବ

ଢେଙ୍କାନାଳ ଲୋକସଭା ଆସନରୁ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଘନ ଘନ ଗସ୍ତ କରି କର୍ମୀଙ୍କ ମନରେ ଜୋସ୍‌ ଭରିବା ସହ ୨୦୨୪ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ କହୁଛନ୍ତି। ଏଠାରୁ ଧର୍ମେନ୍ଦ୍ର ଲଢ଼ିବା ନେଇ ସଙ୍କେତ ମିଳିବା ପରେ ବିଜେଡି ତା…

କୋଭିଡ ନେଇ ଓଡ଼ିଶା ସତର୍କ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସାରାଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, ତାମିଲନାଡୁ, କେରଳ ଓ ତେଲେଙ୍ଗାନାରେ କୋଭିଡ ମାମଲା ବଢୁଛି। ଏଣେ ଆମରାଜ୍ୟରେ କୋଭିଡ ସତର୍କତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ…

ଦେବୀ ନଦୀରେ ଗାଧୋଉଥିବା ବେଳେ ତିନି ଛାତ୍ର ନିଖୋଜ

ଜଗତସିଂହପୁର ମାଛଗାଁ ଦେବୀ ନଦୀରେ ଅଘଟଣ । ନଦୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୩ଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କର ଖୋଜଖବର ମିଳିନାହିଁ। ନିଖୋଜ ଛାତ୍ରମାନଙ୍କ ମଧ୍ୟରୁ ଜଣଙ୍କ ଘର ଆମ୍ବଶାଳ ବାଲିକୁଦାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ଜଣଙ୍କ ଘର ଭୁବନେଶ୍ୱରର ବୋଲି…

୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେଡି

୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୬ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି । କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ବ ମିଳିଛି । ପ୍ରଶାନ୍ତ ମୁଦୁଲିଙ୍କୁ – ମଯୁରଭଞ୍ଜ ପ୍ରଣବ ପ୍ରକାଶ ଦାସଙ୍କୁ – ସମ୍ବଲପୁର, ଢେଙ୍କାନାଳ,ଅନୁଗୁଳ, କେନ୍ଦୁଝର …

ରାହୁଲଙ୍କ ସଦ୍ୟସତା ରଦ୍ଦକୁ ନେଇ କଂଗ୍ରେସର ପ୍ରତିବାଦ କଳା ପୋଷାକ ପିନ୍ଧି ବିଧାୟକ ଆସିଲେ ବିଧାନସଭା

 ରାହୁଲ ଗାନ୍ଧୀଙ୍କ ସଦ୍ୟସତା ରଦ୍ଦ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସର ପ୍ରତିବାଦ । ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଲେ କଂଗ୍ରେସ ବିଧାୟକ । ଗୃହ ଭିତରେ କଂଗ୍ରେସ ବିଧାୟକଙ୍କ ନାରାବାଜି ଓ ହୋ-ହଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ଏକଜୁଟ୍ ହୋଇ କଲେ…