Odia News Portal

ଦୁନିଆର ଦୀର୍ଘାୟୁ ମହିଳାଙ୍କ ଦେହାନ୍ତ

ଦକ୍ଷିଣ ଆଫ୍ରିକାର ବାସିନ୍ଦା ଜୋହାନା ମାଜିବୁକୋଙ୍କୁ ୧୨୮ ବର୍ଷ ବୟସ ହୋଇଥିଲା। ସେ ୧୮୯୪ରେ ଜନ୍ମଗ୍ରହଣ କରିଥିଲେ। ସେ ମେ ୨୦୨୩ରେ ୧୨୯ ବର୍ଷରେ ପଦାର୍ପଣ କରିଥାନ୍ତେ।ଡେଲି ମେଲ ରିପୋର୍ଟ ଅନୁଯାୟୀ, ଜୋହାନା ମାଜିବୁକୋ ୩ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।…

ହୋଲିରେ ମହିଳାଙ୍କୁ ଆପତ୍ତିଜନକ ଢଙ୍ଗରେ ଛୁଇଁଲେ ହେବ ଜେଲ

ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଘଟଣା ହୋଲିରେ ସାମ୍ନାକୁ ଆସିଛି। ପ୍ରାୟତ କିଛି ଲୋକ ହୋଲି ନାମରେ ମହିଳାମାନଙ୍କୁ ରଙ୍ଗ ଦେଇ ଅଶ୍ଳୀଳତା କରନ୍ତି | ସେହି ସମୟରେ, ରଙ୍ଗର ବାହାନାରେ, ସେମାନେ ଆପତ୍ତିଜନକ ଢଙ୍ଗରେ ମହିଳାମାନଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତି |…

ଯୁବତୀଙ୍କୁ ଛୁରା ମାଡ

ଯୁବକଙ୍କ ଛୁରା ମାଡରେ ଯୁବତୀ ଗୁରୁତର । ଗୁରୁତର ଯୁବତୀକୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଟାଉନ ଥାନା କନ୍ଧପାଲିପଡା ପୋଖରୀ ନିକଟରେ ଛୁରାମାଡ ହୋଇଥିବା ସୂଚନା । ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ ସନ୍ଦେହ କରାଯାଉଛି ଏବଂ ସେହି ଯୁବକକୁ ପୋଲିସ ଥାନାରେ ଅଟକ ରଖିଛି ।

ଶ୍ରଦ୍ଧାଙ୍କ ହତ୍ୟାକାରୀ ଅଫତାବ ପୁନାୱାଲା ଥିଲା ଜଣେ ପ୍ରଶିକ୍ଷିତ ସେଫ୍‌; ମାଂସକୁ କିପରି ସଂରକ୍ଷିତ କରାଯାଏ ଜଣାଥିଲା…

ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ଜଣେ ପ୍ରଶିକ୍ଷିତ ସେଫ୍‌ ଏବଂ ମାଂସକୁ କିପରି ସଂରକ୍ଷିତ କରି ରଖାଯାଏ ତାହା ସେ ଜାଣେ ବୋଲି ଦିଲ୍ଲୀ ପୁଲିସ ଆଜି ଅଦାଲତକୁ ଜଣାଇଛି। ଉଲ୍ଲେଖଯୋଗ୍ୟ, ଆଜି (ମଙ୍ଗଳବାର) ଦିଲ୍ଲୀର ସାକେତ କୋର୍ଟରେ ଅଭିଯୁକ୍ତ ପୁନାୱାଲା…

ପଦ୍ମଶ୍ରୀ ଡା ପ୍ରଫୁଲ୍ଲ ଜେନା ଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ଡା ପ୍ରଫୁଲ୍ଲ କୁମାର ଜେନାଙ୍କ ର ଶେଷକୃତ୍ୟ ଆଜି ଅପରାହ୍ନ ରେ ରାଷ୍ଟ୍ରୀୟ ସମ୍ମାନ ର ସହ ସ୍ୱର୍ଗଦ୍ଵାର ଠାରେ କରାଯାଇଛି।ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସ୍ୱର୍ଗଦ୍ଵାର ରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି…

ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଦୌଡ଼ରେ ଜାଡେଜା

ଭାରତୀୟ ଦଳର ଷ୍ଟାର ଖେଳାଳି ତଥା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫେବୃଆରୀ ମାସର ଶ୍ରେଷ୍ଠ ଖେଳାଳି ଭାବେ ଆଇସିସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜାଡେଜାଙ୍କ ବ୍ୟତୀତ ଏହି ପୁରସ୍କାର ଦୌଡ଼ରେ ଇଂଲଣ୍ଡ ଦଳର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଓ ୱେଷ୍ଟଇଣ୍ଡିଜ୍…

ଇଣ୍ଡୋନେସିଆରେ ଭୂସ୍ଖଳନ: ୧୧ ମୃତ, ୫୦ରୁ ଊର୍ଦ୍ଧ୍ୱ ନିଖୋଜ

ଇଣ୍ଡୋନେସିଆର ପୂର୍ବାଞ୍ଚଳ ଜୁନୈନା ପ୍ରଦେଶରେ ସୋମବାର ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ୧୧ ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଲୋକଙ୍କର ପତ୍ତା ମିଳୁନାହିଁ । ବୋର୍ଣ୍ଣିଓ ନିକଟବର୍ତ୍ତୀ ସେରାସାନ୍ ଦ୍ୱୀପ୍‌ରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଛି । ଭୂସ୍ଖଳନ ଯୋଗୁଁ ଯୋଗାଯୋଗ୍ୟ…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସର୍ଭେ କରାଇଲା କଂଗ୍ରେସ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ସର୍ଭେ କରିଛି। ଆଉ ଏହି ସର୍ଭେକୁ ନେଇ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର ଦାବି କରିଛନ୍ତି ଯେ ସର୍ଭେରୁ ଜଣାପଡିଛି ଯେ ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୨୨୪ଟି ଆସନ ମଧ୍ୟରୁ ୧୪୦ରୁ ଅଧିକ ଆସନରେ ଜିତିବ।…

ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ, ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ଭିସୁଟର ପୂର୍ବତନ ଛାତ୍ରୀ: ସମ୍ବଲପୁର ଏସପି

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି।ସେ ଆହୁରି କହିଛନ୍ତି ଯେ ଥାନାରେ…

ହୋଲିରେ ରାଜଧାନୀ ଉପରେ ପୁଲିସର ରହିବ କଡ଼ା ନଜର

ରାଜଧାନୀରେ ହୋଳି ପାଳନ ବେଳେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି  ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ…