Odia News Portal

ଦଶମ ଶ୍ରେଣୀ ନିଖାଜ ପରୀକ୍ଷାର୍ଥୀ ଉଦ୍ଧାର

ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ ଭୂତପଲ୍ଲୀ ପାଖରୁ ଉଦ୍ଧାର ହୋଇଥିବା ସୂଚନା । ଏକ ଆମ୍ବ ଗଛ ମୂଳେ ବସିଥିଲା ବେଳେ ଉଦ୍ଧାର କଲେ ଲୋକେ । ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସ ଜିମା ଦେଇଥିବା ସୂଚନା । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା ।…

ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ରାଜଧାନୀର ସୟଦ ମମତାଜ ଅଲି ହାଇସ୍କୁଲ(ଡୁମଡୁମା) ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ପରୀକ୍ଷା କେନ୍ଦ୍ରରେ ଏଥର ଖୁବ୍…

୩୬ ଘଣ୍ଟା ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଅଗ୍ନଶମ କର୍ମଚାରୀମାନଙ୍କ ଦୀର୍ଘ ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। ଏନେଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ପାରିତ

ରାଜ୍ୟ କ୍ୟାବିନେଟ୍ ବୈଠକ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୮ଟି ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟ କ୍ୟାବିନେଟ୍ ବୈଠକରେ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି।୧. ପ୍ରଚଳିତ ଓଡ଼ିଶା ସମବାୟ…

ସିଏଫଏସଲ୍ ଯିବ ସନ୍ଦିଗ୍ଧ ପାରା

ପାରାଦୀପ ସମୁଦ୍ରରୁ ଉଦ୍ଧାର ସନ୍ଦିଗ୍ଧ ପାରାକୁ ସିଏଫଏସଲ୍‌କୁ ପଠାଯିବ । କୋଲକାତା କିମ୍ବା ହାଇଦ୍ରାବାଦ ସ୍ଥିତ ସିଏଫଏସଲ୍‌କୁ ପଠାଯିବ । ରାଜ୍ୟ ଫୋରେନସିକ୍ ଲ୍ୟାବ୍ ବିଶେଷ ସଫଳ ନହେବାରୁ ସିଏଫଏସଲ୍ ଯିବ । ପାରା ଦେହର ଲେଖା ଓ ଡିଭାଇସ ସିଏଫଏସଲ୍‌ରେ ଯାଞ୍ଚ ହେବ । ଏଥିପାଇଁ ସୂଚନା…

ପ୍ରଶ୍ନକାଳ ଭଳି ଶୂନ୍ୟକାଳରେ ବି ବିରୋଧୀଙ୍କ ହଟ୍ଟଗୋଳ, ଗୃହକୁ ୪ଟା ମୁଲତବୀ କଲେ ବାଚସ୍ପତି 

ପ୍ରଶ୍ନକାଳ ଭଳି ଶୂନ୍ୟକାଳରେ ବି ବିରୋଧୀଙ୍କ ହଙ୍ଗାମା । ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି । ଯାହାଫଳରେ ଶୂନ୍ୟକାଳ ମଧ୍ୟ ଠିକ୍ ସେ ଚାଲିପାରିନଥିଲା । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । …

ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ସାମ୍ବାଦିକ ଭବାନୀ ତ୍ରୀପାଠି

ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ଓଡିଶାର ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରୀପାଠି। ମାର୍ଚ୍ଚ ୧୩ରେ ହେବାକୁ ଥିବା ୟୁନାଇଟେଡ୍ ଷ୍ଟେଟସ୍ ଇଣ୍ଟରନ୍ୟାସନାଲ୍ ଭିଜିଟର୍ ଲିଡରସିପ୍ ପ୍ରୋଗ୍ରାମରେ ଯୋଗ ଦେବ। ‘ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ’ ନାମକ…

କଂଗ୍ରେସରେ ଚେହେରା ନାହାନ୍ତି: ମୋକିମ

କଂଗ୍ରେସ ନେତୃତ୍ୱ ନେଇ ତେରେଛା ବାଣ ମାରିଲେ ମହମ୍ମଦ ମୋକିମ । କଂଗ୍ରେସରେ ଲୋକଙ୍କ ଆସ୍ଥାଭାଜନ ହେଲା ଭଳି ନେତା ନାହାନ୍ତି କହିଲେ । ଜାନକୀ, ବସନ୍ତ, ହେମାନନ୍ଦଙ୍କ ପରେ କଂଗ୍ରେସରେ ଆଉ ଚେହେରା ନାହାନ୍ତି । ଏଭଳି ନେତୃତ୍ୱ ନଥିବା ଯୋଗୁଁ ଦଳ ସୁପ୍ତ ଅବସ୍ଥାକୁ ଚାଲିଗଲାଣି । କଂଗ୍ରେସର…

ରାଜସ୍ବ ବିଭାଗରେ ୫୦୦୦ ନୂଆ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି : ପ୍ରମିଳା ମଲ୍ଲିକ

ଆସନ୍ତା ଏପ୍ରିଲ ମାସରୁ ୩୧୭ ତହସିଲରେ ଭର୍ଚୁଆଲ କୋର୍ଟ କାର୍ଯ୍ୟକାରୀ ହେବ। ଭିସି ମାଧ୍ୟମରେ ହେବ ଜମିଜମା ସମ୍ପର୍କିତ ମାମଲାର ଫଇସଲା କରାଯିବ। ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଛି। ବିଭାଗର କାର୍ଯ୍ୟକ୍ରମ ବାବଦରେ ସଚେତନତା…

ନିଆଁ ଭିତରୁ ମିଳିଲା ସୁନା

ପୁରୀ ଲକ୍ଷ୍ମୀ ମାର୍କେଟ ନିଆଁ ଭିତରୁ ମିଳିଲା ସୁନା ଅଳଙ୍କାର । ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା । ନିଆଁ ଲାଗିଥିବା ହୋଟେଲରୁ ମିଳିଲା ସୁନା, ଅଳଙ୍କାର ଓ ଟଙ୍କା । ବ୍ରହ୍ମପୁରରୁ ଆସିଥିବା ପର୍ଯ୍ୟଟକଙ୍କ ସୁନା, ଟଙ୍କା ମିଳିଥିବା ଖବର…