ତରଳୁଛି ଆଣ୍ଟାର୍କଟିକାର ‘ଡୁମ୍ସଡେ ଗ୍ଲେସିୟର’
ତରଳୁଛି ଆଣ୍ଟାର୍କଟିକାର ଡୁମ୍ସଡେ ଗ୍ଲେସିୟର । ଆଣ୍ଟାର୍କଟିକାରେ ଥିବା ଏକ ଗ୍ଲେସିୟରର ନାଁ ହେଉଛି ଥ୍ୱାଇଟ୍ସ ଗ୍ଲେସିୟର ଏବଂ ଏହା ଡୁମ୍ସଡେ ଗ୍ଲେସିୟର । ଏବେ ଏହି ବିରାଟ ହିମଶୈଳ ତରଳି ଯାଇ କ୍ଷୟ ପାଉଥିବା ନୂତନ ଅଧ୍ୟୟନରୁ ଜଣାପଡିଛି । ଏହାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକାଶ!-->…
