ତାମିଲନାଡ଼ୁରେ ଭାରତୀୟ ଶ୍ରମିକଙ୍କୁ ନେଇ ବଢ଼ିବାରେ ଲାଗିଛି ଚିନ୍ତା
ତାମିଲନାଡ଼ୁରେ ଉତ୍ତର ଭାରତୀୟ ଶ୍ରମିକଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କମ୍ପାନି ଓ ଅନ୍ୟ ସେକ୍ଟରରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ବଢ଼ାଇବା ସହ ମାଲିକଙ୍କୁ ବି ଏଥିପ୍ରତି ସତର୍କ!-->…
